ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • sjj ଗୀତ ୭୪
  • ଚାଲ ରାଜ୍ୟର ଗୀତ ଗାଇବା

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଚାଲ ରାଜ୍ୟର ଗୀତ ଗାଇବା
  • ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ପ୍ରାୟ ସମାନ ଲେଖା
  • ଯିହୋବାଙ୍କୁ ଦେବି ମହିମା
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ଯିହୋବାଙ୍କୁ ଆପଣାର ସମସ୍ତ ଅନ୍ତଃକରଣ ସହିତ ପ୍ରେମ କରନ୍ତୁ
    ୨୦୧୯-୨୦୨୦ ସର୍କିଟ ସମ୍ମିଳନୀ କାର୍ଯ୍ୟକ୍ରମ—ଶାଖା ପ୍ରତିନିଧିଙ୍କ ସହିତ
  • ଈଶ୍ୱରଙ୍କ ବିଶ୍ରାମରେ ପ୍ରବେଶ କରନ୍ତୁ !
    ୨୦୨୩-୨୦୨୪ ସର୍କିଟ ସମ୍ମିଳନୀ ପାଇଁ କାର୍ଯ୍ୟକ୍ରମ ଶାଖା ପ୍ରତିନିଧିଙ୍କ ସହିତ
  • ‘ଯିହୋବାଙ୍କଠାରେ ଆନନ୍ଦ କର’
    ୨୦୨୦-୨୦୨୧ ସର୍କିଟ ସମ୍ମିଳନୀ ପାଇଁ କାର୍ଯ୍ୟକ୍ରମ—ଶାଖା ପ୍ରତିନିଧିଙ୍କ ସହିତ
ଆହୁରି ଦେଖନ୍ତୁ
ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
sjj ଗୀତ ୭୪

ଗୀତ ୭୪

ଚାଲ ରାଜ୍ୟର ଗୀତ ଗାଇବା

(ଗୀତସଂହିତା ୯୮:୧)

  1. ୧. ଯିହୋବାଙ୍କ ରାଜ୍ୟର ଖୁସି ଗୀତ,

    ପିତା, ପରି ନାମ ଉଚ୍ଚତମ ।

    ସମସ୍ତଙ୍କୁ କରିଥାଏ ବିଶ୍ୱସ୍ତ,

    ଗୀତ ଗାଇବା ଖୁସିର ସହ ।

    (ଘୋଷା)

    କରୁ ପିତାଙ୍କୁ ପ୍ରଣାମ,

    ପୁତ୍ରଙ୍କୁ ଦେଲେ ମୁକୁଟ,

    ଏ ଗୀତକୁ ଗାଇବା ଓ ଶିଖିବା,

    ପିତାଙ୍କୁ କରିବା ଉପାସନା ।

  2. ୨. ଗୀତ ଏହା ଗାଇ କରୁ ଘୋଷଣା,

    ଯୀଶୁଙ୍କ ଏହା ନିଜର ରାଜ୍ୟ ।

    ରାଜ୍ୟର ଉତ୍ତରାଧିକାରୀମାନେ,

    ରାଜ୍ୟ ଆସିବାର ଖୁସି ଗାନ୍ତି ।

    (ଘୋଷା)

    କରୁ ପିତାଙ୍କୁ ପ୍ରଣାମ,

    ପୁତ୍ରଙ୍କୁ ଦେଲେ ମୁକୁଟ,

    ଏ ଗୀତକୁ ଗାଇବା ଓ ଶିଖିବା,

    ପିତାଙ୍କୁ କରିବା ଉପାସନା ।

  3. ୩. ଦୀନ ଲୋକେ ରାଜ୍ୟର ଗୀତ ଗାଅ,

    ଏହି ଗୀତ ସରଳ ଓ ସତ୍ୟ ।

    ଲୋକେ ଲକ୍ଷ ଗାଆନ୍ତି ସହୃଦୟେ,

    ଅନ୍ୟଙ୍କୁ ଦିଅନ୍ତି ନିମନ୍ତ୍ରଣ ।

    (ଘୋଷା)

    କରୁ ପିତାଙ୍କୁ ପ୍ରଣାମ,

    ପୁତ୍ରଙ୍କୁ ଦେଲେ ମୁକୁଟ,

    ଏ ଗୀତକୁ ଗାଇବା ଓ ଶିଖିବା,

    ପିତାଙ୍କୁ କରିବା ଉପାସନା ।

(ଗୀତ. ୯୫:୬; ୧ ପିତ. ୨:୯, ୧୦; ପ୍ରକା. ୧୨:୧୦ ମଧ୍ୟ ଦେଖନ୍ତୁ ।)

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ