ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • sjj ଗୀତ ୭୬
  • କିପରି ଅନୁଭବ କର ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • କିପରି ଅନୁଭବ କର ?
  • ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ପ୍ରାୟ ସମାନ ଲେଖା
  • ମହତ୍ତ୍ୱପୂର୍ଣ୍ଣ କଥାଗୁଡ଼ିକୁ ଚିହ୍ନନ୍ତୁ
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • କରୁ ଜୀବନ ସମର୍ପଣ
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ମହିମା ଦିଏ ଏହି ଘର
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ଯିହୋବାଙ୍କ ହୃଦୟ ଖୁସି କର
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
ଆହୁରି ଦେଖନ୍ତୁ
ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
sjj ଗୀତ ୭୬

ଗୀତ ୭୬

କିପରି ଅନୁଭବ କର ?

(ଏବ୍ରୀ ୧୩:୧୫)

  1. ୧. ରାଜ୍ୟ ବାର୍ତ୍ତା ଦେଇ

    ଲାଗେ କେମିତି କୁହ ?

    ଶିଖାଉ ଯେ ଲୋକଙ୍କୁ

    ସତ୍ୟ ବଚନକୁ

    କିଏ ଭଲ ଲୋକ ?

    ନିଷ୍ପତ୍ତି ଛାଡ଼ିଦିଅ !

    ଯିହୋବା ତାଙ୍କୁ ଆଣେ

    ଆମେ ଯେ ନିଶ୍ଚିତ !

    (ଘୋଷା)

    ମିଳେ ଖୁସି ଯେ ଅପାର

    ଯିହୋବାଙ୍କ ସେବାରେ ହଁ

    ଦେବା ତାଙ୍କୁ ସବୁଦିନ

    ସ୍ତୁତି ବଳିଦାନ

  2. ୨. ସତ୍ୟ ଯିଏ ଶିଖେ

    ଲାଗେ କେମିତି କୁହ

    ଦିନେ ସେ ପାଇପାରେ

    ଆଶା ଜୀବନର

    ପ୍ରେମର ସନ୍ଦେଶ

    କରନ୍ତିନି ପସନ୍ଦ

    ହଁ, ତଥାପି କହିବା

    ପିତାଙ୍କ ବଚନ

    (ଘୋଷା)

    ମିଳେ ଖୁସି ଯେ ଅପାର

    ଯିହୋବାଙ୍କ ସେବାରେ ହଁ

    ଦେବା ତାଙ୍କୁ ସବୁଦିନ

    ସ୍ତୁତି ବଳିଦାନ

  3. ୩. ପିତାଙ୍କ ଆଶିଷ

    ଲାଗେ କେମିତି କୁହ ?

    ବିଶ୍ୱାସ ଅଛି ବୋଲି

    ସେ ଏ କାମ ଦେଲେ

    ସାହସର ସହ

    ଆଦର ଯେ ଦେଖାଇ

    ଭଲ ହୃଦୟ ଲୋକେ

    ଆସିବେ ଶରଣେ

    (ଘୋଷା)

    ମିଳେ ଖୁସି ଯେ ଅପାର

    ଯିହୋବାଙ୍କ ସେବାରେ ହଁ

    ଦେବା ତାଙ୍କୁ ସବୁଦିନ

    ସ୍ତୁତି ବଳିଦାନ

(ପ୍ରେରି. ୧୩:୪୮; ୧ ଥେସ. ୨:୪; ୧ ତୀମ. ୧:୧୧ ମଧ୍ୟ ଦେଖନ୍ତୁ ।)

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ