ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • sjj ଗୀତ ୫୧
  • କରୁ ଜୀବନ ସମର୍ପଣ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • କରୁ ଜୀବନ ସମର୍ପଣ
  • ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ପ୍ରାୟ ସମାନ ଲେଖା
  • କିପରି ଅନୁଭବ କର ?
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ସତ୍ୟକୁ ନିଜର କର
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ମୋ ଗୁହାରି ଶୁଣ
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ଅଛି ଆମ ପ୍ରକୃତ ବିଶ୍ୱାସ
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
ଆହୁରି ଦେଖନ୍ତୁ
ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
sjj ଗୀତ ୫୧

ଗୀତ ୫୧

କରୁ ଜୀବନ ସମର୍ପଣ

(ମାଥିଉ ୧୬:୨୪)

  1. ୧. ଯୀଶୁଙ୍କ ନିକଟ ଗଲୁ ଆମେ ତେବେ,

    ଯେବେ ପିତା ଆମକୁ ନେଲେ ।

    ଯିହୋବାଙ୍କର କୃପା,

    ଦେଖିଲୁ ସତ୍ୟ ରାସ୍ତା,

    ବିଶ୍ୱାସ ବଢ଼ି ଗଲା ।

    ସେବା କରିବା ସଦା ।

    (ଘୋଷା)

    କରୁଛୁ ଆମେ ଜୀବନ ସମର୍ପଣ,

    ଆସିଲେ ବି ଜୀବନେ ମରଣ ।

  2. ୨. ପ୍ରତିଜ୍ଞା କରୁଛୁ ତୁମକୁ ଯିହୋବା,

    ମାନିବା ସଦା ତୁମ ଆଜ୍ଞା ।

    ଖୁସି ମିଳେ ଏପରି ।

    ପ୍ରଚାର୍‌ କରିବା ମିଶି,

    ଯିହୋବାଙ୍କ ନାଁ ଧରି,

    ହେବା ଯୀଶୁଙ୍କ ପରି ।

    (ଘୋଷା)

    କରୁଛୁ ଆମେ ଜୀବନ ସମର୍ପଣ,

    ଆସିଲେ ବି ଜୀବନେ ମରଣ ।

(ଗୀତ. ୪୩:୩; ୧୦୭:୨୨; ଯୋହ. ୬:୪୪ ମଧ୍ୟ ଦେଖନ୍ତୁ ।)

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ