ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • sjj ଗୀତ ୯୮
  • ଈଶ୍ୱର ପ୍ରେରିତ ଶାସ୍ତ୍ର

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଈଶ୍ୱର ପ୍ରେରିତ ଶାସ୍ତ୍ର
  • ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ପ୍ରାୟ ସମାନ ଲେଖା
  • ଜୀବନ ଏକ ଚମତ୍କାର
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ଅଗ୍ରଦୂତଙ୍କ ଜୀବନ
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ମଜବୁତ୍‌ ରହିବା ଶିଖାନ୍ତୁ
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ଯିହୋବା ତୋ ନାମ
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
ଆହୁରି ଦେଖନ୍ତୁ
ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
sjj ଗୀତ ୯୮

ଗୀତ ୯୮

ଈଶ୍ୱର ପ୍ରେରିତ ଶାସ୍ତ୍ର

(୨ ତୀମଥି ୩:୧୬, ୧୭)

  1. ୧. ତୁମ ବାକ୍ୟ ମୋ ପ୍ରଦୀପ,

    ପଥ ପାଇଁ ଆଲୁଅ ।

    ସତ୍ୟର ଏ ଆଲୋକରେ

    କଢ଼ାଅ ତୁମ ପଥରେ ।

  2. ୨. ଶିଖାଅ ତୁମ ବାକ୍ୟରୁ,

    ଦିଅ ବୁଦ୍ଧି ଉର୍ଦ୍ଧ୍ୱରୁ ।

    ଅମଳ କରୁ ଅନ୍ତରେ,

    ଖୁସି ପାଉ ଜୀବନରେ ।

  3. ୩. ଗଭୀର ପ୍ରେମ ତୁମର,

    ଶିଖାଅ ଯେ ଶାସ୍ତ୍ରର ।

    ପଢ଼ୁ ଯେ ସଞ୍ଜ ସକାଳ,

    ଜୀବନେ ହେଉ ସଫଳ ।

(ଗୀତ. ୧୧୯:୧୦୫; ହିତୋ. ୪:୧୩ ମଧ୍ୟ ଦେଖନ୍ତୁ ।)

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ