ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • CO-pgm18 ପୃଷ୍ଠା ୪-୫
  • ରବିବାର

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ରବିବାର
  • ଅଧିବେଶନ କାର୍ଯ୍ୟକ୍ରମ ୨୦୧୮
  • ପ୍ରାୟ ସମାନ ଲେଖା
  • ରବିବାର
    ୨୦୨୪ ଅଧିବେଶନର କାର୍ଯ୍ୟକ୍ରମ
  • ରବିବାର
    ଆଞ୍ଚଳିକ ଅଧିବେଶନ ୨୦୨୦ ପାଇଁ କାର୍ଯ୍ୟକ୍ରମ
  • ରବିବାର
    ୨୦୨୩ ଅଧିବେଶନର କାର୍ଯ୍ୟକ୍ରମ
  • ଶନିବାର
    ୨୦୨୪ ଅଧିବେଶନର କାର୍ଯ୍ୟକ୍ରମ
ଆହୁରି ଦେଖନ୍ତୁ
ଅଧିବେଶନ କାର୍ଯ୍ୟକ୍ରମ ୨୦୧୮
CO-pgm18 ପୃଷ୍ଠା ୪-୫
ଯୀଶୁ ଯାଈରସଙ୍କ ଝିଅକୁ ପୁନରୁଥାନ କରୁଛନ୍ତି

ରବିବାର

“ବଳବାନ ହୁଅ ଓ ତୁମ୍ଭର ଅନ୍ତଃକରଣ ସାହସିକ ହେଉ; ହଁ, ତୁମ୍ଭେ ସଦାପ୍ରଭୁଙ୍କର ଅନୁସରଣ କର ।”—ଗୀତସଂହିତା ୨୭:୧୪

ସକାଳ କାର୍ଯ୍ୟକ୍ରମ

  • ୯:୨୦ ସଂଗୀତର ଭିଡିଓ

  • ୯:୩୦ ଗୀତ ସଂ. ୭୩ ଏବଂ ପ୍ରାର୍ଥନା

  • ୯:୪୦ ପରିଚର୍ଚ୍ଚା: ଭବିଷ୍ୟତର ଘଟଣା ଯେତେବେଳେ ସାହସ ଆବଶ୍ୟକ ହେବ

    • ‘ଶାନ୍ତି ଓ ନିରାପଦର’ ଘୋଷଣା (୧ ଥେସଲନୀକୀୟ ୫:୨, ୩)

    • ମହାନଗରୀ ବାବିଲର ବିନାଶ (ପ୍ରକାଶିତ ବାକ୍ୟ ୧୭:୧୬, ୧୭)

    • ଶିଳା ସ୍ୱରୂପ ବାର୍ତ୍ତାର ପ୍ରଚାର (ପ୍ରକାଶିତ ବାକ୍ୟ ୧୬:୨୧)

    • ମାଗୋଗ୍‌ର ଗୋଗ୍‌ର ଆକ୍ରମଣ (ଯିହିଜିକଲ ୩୮:୧୦-୧୨, ୧୪-୧୬)

    • ହର୍ମିଗିଦ୍ଦୋନ୍‌ (ପ୍ରକାଶିତ ବାକ୍ୟ ୧୬:୧୪, ୧୬)

    • ପୃଥିବୀକୁ ପାରଦୀଶରେ ପରିଣତ କରିବାର ବୃହତ୍‌ କାମ (ଯିଶାଇୟ ୬୫:୨୧)

    • ଅନ୍ତିମ ପରୀକ୍ଷା (ପ୍ରକାଶିତ ବାକ୍ୟ ୨୦:୩, ୭, ୮)

  • ୧୧:୦୪ ଗୀତ ସଂ. ୮ ଏବଂ ଘୋଷଣା

  • ୧୧:୧୪ ବାଇବଲ ଆଧାରିତ ଜନ ଭାଷଣ: ପୁନରୁତ୍ଥାନର ଆଶା ସାହସ ପ୍ରଦାନ କରେ—କିପରି? (ମାର୍କ ୫:୩୫-୪୨; ଲୂକ ୧୨:୪, ୫; ଯୋହନ ୫:୨୮, ୨୯; ୧୧:୧୧-୧୪)

  • ୧୧:୪୩ ପ୍ରହରୀଦୂର୍ଗର ସାରାଂଶ

  • ୧୨:୧୨ ସାହସୀ ହୁଅନ୍ତୁ, କିନ୍ତୁ ନିଜ ଭରସାରେ ନୁହେଁ! (ହିତୋପଦେଶ ୩:୫, ୬; ଯିଶାଇୟ ୨୫:୯; ଯିରିମୀୟ ୧୭:୫-୧୦; ଯୋହନ ୫:୧୯)

  • ୧୨:୪୯ ଗୀତ ସଂ. ୩ ଏବଂ ବିରତି

ଯୂନସ ନୀନିବୀକୁ ଯା କରୁଛନ୍ତି

ଦ୍ୱିପହର କାର୍ଯ୍ୟକ୍ରମ

  • ୧:୪୦ ସଂଗୀତର ଭିଡିଓ

  • ୧:୫୦ ଗୀତ ସଂ. ୫

  • ୧:୫୫ “ସାହସ ଧର; ମୁଁ ଜଗତକୁ ଜୟ କରିଅଛି” (ଯୋହନ ୧୬:୩୩; ୧ ପିତର ୨:୨୧, ୨୨)

  • ୨:୧୪ ନାଟକ: ଏକ ସତ୍ୟ କାହାଣୀ—ଯୂନସ—ସାହସ ଓ ଦୟା ବିଷୟରେ ଶିକ୍ଷା (ଯୂନସ ୧-୪)

  • ୩:୦୪ ଗୀତ ସଂ. ୭୧ ଏବଂ ଘୋଷଣା

  • ୩:୧୪ ଯେତେ ଆମ ବିରୁଦ୍ଧରେ ଅଛନ୍ତି, ତାʼଠୁ କାହିଁ କେତେ ଅଧିକ ଆମ ସହିତ ଅଛନ୍ତି (ଦ୍ୱିତୀୟ ବିବରଣ ୭:୧୭, ୨୧; ୨୮:୨; ୨ ରାଜାବଳୀ ୬:୧୬; ୨ ବଂଶାବଳୀ ୧୪:୯-୧୧; ୩୨:୭, ୮, ୨୧; ଯିଶାଇୟ ୪୧:୧୦-୧୩)

  • ୪:୧୩ ଗୀତ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ