ରବିବାର
“. . . ତତ୍ପରେ ଯୁଗାନ୍ତ ହେବ”—ମାଥିଉ ୨୪:୧୪
ସକାଳ କାର୍ଯ୍ୟକ୍ରମ
୯:୨୦ ସଂଗୀତର ଭିଡିଓ
୯:୩୦ ଗୀତ ସଂ. ୮୪ ଏବଂ ପ୍ରାର୍ଥନା
୯:୪୦ ପରିଚର୍ଚ୍ଚା: ସେମାନଙ୍କ ଭଳି ହୁଅନ୍ତୁ ଯେଉଁମାନଙ୍କର ସୁସମାଚାର ଉପରେ ବିଶ୍ୱାସ ଥିଲା
• ଜିଖରୀୟ (ଏବ୍ରୀ ୧୨:୫, ୬)
• ଏଲୀଶାବେଥ (୧ ଥେସଲନୀକୀୟ ୫:୧୧)
• ମରୀୟମ (ଗୀତସଂହିତା ୭୭:୧୨)
• ଯୋଷେଫ (ହିତୋପଦେଶ ୧:୫)
• ଶିମୀୟୋନ ଓ ହାନ୍ନା (୧ ବଂଶାବଳୀ ୧୬:୩୪)
• ଯୀଶୁ (ଯୋହନ ୮:୩୧, ୩୨)
୧୧:୦୫ ଗୀତ ସଂ. ୬୫ ଏବଂ ଘୋଷଣା
୧୧:୧୫ ବାଇବଲ ଆଧାରିତ ଜନ ଭାଷଣ: ଆମେ ଖରାପ ଖବର ଶୁଣି କାହିଁକି ଡରି ନ ଥାଉ ? (ଗୀତସଂହିତା ୧୧୨:୧-୧୦)
୧୧:୪୫ ପ୍ରହରୀଦୁର୍ଗର ସାରାଂଶ
୧୨:୧୫ ଯୁବାମାନେ, ‘ସୁସମାଚାର ନିମନ୍ତେ’ ଆପଣ କʼଣ କରିବେ ? (୧ କରିନ୍ଥୀୟ ୯:୨୩; ଯିଶାଇୟ ୬:୮)
୧୨:୫୦ ଗୀତ ସଂ. ୨୧ ଏବଂ ବିରତି
ଦ୍ୱିପହର କାର୍ଯ୍ୟକ୍ରମ
୨:୦୦ ସଂଗୀତର ଭିଡିଓ
୨:୧୦ ଗୀତ ସଂ. ୬୯
୨:୧୫ ପରିଚର୍ଚ୍ଚା: ମସୀହଙ୍କ ବିଷୟରେ ଭବିଷ୍ୟତବାଣୀଗୁଡ଼ିକ ସତ ହେଲା !
• ତାଙ୍କ ଆଗରେ ଜଣେ ଦୂତକୁ ପ୍ରେରଣ କରାଗଲା (ମଲାଖି ୩:୧; ୪:୫; ମାଥିଉ ୧୧:୧୦-୧୪)
• ଜଣେ କୁଆଁରୀରୁ ଜନ୍ମ ହେଲେ (ଯିଶାଇୟ ୭:୧୪; ମାଥିଉ ୧:୧୮, ୨୨, ୨୩)
• ବେଥଲିହିମରେ ଜନ୍ମ ହେଲେ (ମୀଖା ୫:୨; ଲୂକ ୨:୪-୭)
• ଶିଶୁ ଥିବା ବେଳେ ତାଙ୍କ ଜୀବନ ରକ୍ଷା କରାଗଲା (ହୋଶେୟ ୧୧:୧; ମାଥିଉ ୨:୧୩-୧୫)
• ତାଙ୍କୁ ନାଜରିତୀୟ କୁହାଗଲା (ଯିଶାଇୟ ୧୧:୧, ୨; ମାଥିଉ ୨:୨୩)
• ନିର୍ଦ୍ଧାରିତ ସମୟରେ ଆସିଲେ (ଦାନିୟେଲ ୯:୨୫; ଲୂକ ୩:୧, ୨, ୨୧, ୨୨)
୩:୨୫ ଗୀତ ସଂ. ୧୨୨ ଏବଂ ଘୋଷଣା
୩:୩୫ ନାଟକୀୟ ବାଇବଲ ପଠନ: ‘ଆଉ ବିଳମ୍ବ ହେବ ନାହିଁ’ (ପ୍ରକାଶିତ ବାକ୍ୟ ୧୦:୬)
୪:୦୫ ‘ସୁସମାଚାରକୁ ଦୃଢ଼ ଭାବରେ ଧରିଥାଅ’—କାହିଁକି ଏବଂ କିପରି ? (୧ କରିନ୍ଥୀୟ ୨:୧୬; ୧୫:୧, ୨, ୫୮; ମାର୍କ ୬:୩୦-୩୪)
୪:୫୫ ନୂଆ ଗୀତ ଏବଂ ପ୍ରାର୍ଥନା