ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • CA-brpgm19 ପୃଷ୍ଠା ୩-୪
  • ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣନ୍ତୁ
  • ୨୦୧୮-୨୦୧୯ ସର୍କିଟ ସମ୍ମିଳନୀର କାର୍ଯ୍ୟକ୍ରମ—ଶାଖା ପ୍ରତିନିଧିଙ୍କ ସହିତ
  • ପ୍ରାୟ ସମାନ ଲେଖା
  • ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣନ୍ତୁ
    ୨୦୨୧-୨୦୨୨ ସର୍କିଟ ସମ୍ମିଳନୀ ପାଇଁ କାର୍ଯ୍ୟକ୍ରମ ଶାଖା ପ୍ରତିନିଧିଙ୍କ ସହିତ
  • ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣନ୍ତୁ
    ୨୦୨୩-୨୦୨୪ ସର୍କିଟ ସମ୍ମିଳନୀ ପାଇଁ କାର୍ଯ୍ୟକ୍ରମ ଶାଖା ପ୍ରତିନିଧିଙ୍କ ସହିତ
  • ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣନ୍ତୁ
    ୨୦୨୪-୨୦୨୫ ସର୍କିଟ ସମ୍ମିଳନୀ ପାଇଁ କାର୍ଯ୍ୟକ୍ରମ ଶାଖା ପ୍ରତିନିଧିଙ୍କ ସହିତ
  • ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣନ୍ତୁ
    ୨୦୧୮-୨୦୧୯ ସର୍କିଟ ସମ୍ମିଳନୀର କାର୍ଯ୍ୟକ୍ରମ—ସର୍କିଟ ଅଧ୍ୟକ୍ଷଙ୍କ ସହିତ
ଆହୁରି ଦେଖନ୍ତୁ
୨୦୧୮-୨୦୧୯ ସର୍କିଟ ସମ୍ମିଳନୀର କାର୍ଯ୍ୟକ୍ରମ—ଶାଖା ପ୍ରତିନିଧିଙ୍କ ସହିତ
CA-brpgm19 ପୃଷ୍ଠା ୩-୪

ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣନ୍ତୁ:

  1. ଆମେ ବଳ ଓ ପରାକ୍ରମ କେଉଁଠାରୁ ପାଇପାରିବା? (ଯିହୋ. ୧:୯; ଗୀତ. ୬୮:୩୫)

  2. ଆମେ ନିଜ ବିଶ୍ୱାସକୁ ବଢ଼ାଇବା କିପରି ଜାରି ରଖିପାରିବା? (ଏବ୍ରୀ ୧୧:୬)

  3. ଆମେ କାହିଁକି ନିଶ୍ଚିତ ହୋଇପାରିବା ଯେ ଯିହୋବା ଆମକୁ ଯେଉଁ କାମ ଦେଇଛନ୍ତି, ସେଥିରେ ଆମେ ସଫଳ ହେବା? (ହାଗ. ୨:୪-୯)

  4. ଯେତେବେଳେ ଆମେ ବଡ଼ ବଡ଼ ପରୀକ୍ଷାର ସାମନା କରୁ, ସେତେବେଳେ ଯିହୋବା ଆମକୁ କିପରି ବଳବାନ କରନ୍ତି? (ଗୀତ. ୧୮:୬, ୩୦; କଲ. ୪:୧୦, ୧୧)

  5. ଯୁବକଯୁବତୀ ଓ ପତିପତ୍ନୀମାନେ ଯିହୋବାଙ୍କ ଶାସନକୁ ସମର୍ଥନ କରିବା ପାଇଁ ସେମାନଙ୍କୁ କʼଣ ସାହାଯ୍ୟ କରିବ? (ମାଥି. ୨୨:୩୭, ୩୯)

  6. ଆମେ କିପରି “ବିଶ୍ୱାସରେ ସ୍ଥିର” ଏବଂ “ବଳବାନ” ହୋଇପାରିବା? (୧ କରି. ୧୬:୧୩; ରୋମୀ. ୧୫:୫; ଏବ୍ରୀ ୫:୧୧–୬:୧; ୧୨:୧୬, ୧୭)

© 2018 Watch Tower Bible and Tract Society of Pennsylvania

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ