ଶୁକ୍ରବାର
‘ସର୍ବଦା ପ୍ରଭୁଙ୍କଠାରେ ଆନନ୍ଦ କର, ପୁଣି କହୁଅଛି, ଆନନ୍ଦ କର’—ଫିଲିପ୍ପୀୟ ୪:୪
ସକାଳ କାର୍ଯ୍ୟକ୍ରମ
୯:୨୦ ସଂଗୀତର ଭିଡିଓ
୯:୩୦ ଗୀତ ସଂ. ୧୧୧ ଏବଂ ପ୍ରାର୍ଥନା
୯:୪୦ ଅଧ୍ୟକ୍ଷଙ୍କ ଦ୍ୱାରା ସମ୍ବୋଧନ: ଯିହୋବା କାହିଁକି ଜଣେ “ଆନନ୍ଦିତ ଈଶ୍ୱର” ଅଟନ୍ତି ? (୧ ତୀମଥି ୧:୧୧, NW )
୧୦:୧୫ ପରିଚର୍ଚ୍ଚା: ଆମକୁ କେଉଁଥିରୁ ଖୁସି ମିଳିପାରେ ?
• ସରଳ ଜୀବନ (ଉପଦେଶକ ୫:୧୨)
• ଶୁଦ୍ଧ ବିବେକ (ଗୀତସଂହିତା ୧୯:୮)
• ସନ୍ତୋଷଜନକ କାମ (ଉପଦେଶକ ୪:୬; ୧ କରିନ୍ଥୀୟ ୧୫:୫୮)
• ଭଲ ସାଙ୍ଗ (ହିତୋପଦେଶ ୧୮:୨୪; ୧୯:୪, ୬, ୭)
୧୧:୦୫ ଗୀତ ସଂ. ୮୯ ଏବଂ ଘୋଷଣା
୧୧:୧୫ ନାଟକୀୟ ବାଇବଲ ପଠନ: ‘ଯିହୋବା ସେମାନଙ୍କୁ ଆନନ୍ଦିତ କଲେ’ (ଏଜ୍ରା ୧:୧–୬:୨୨; ହାଗୟ ୧:୨-୧୧; ୨:୩-୯; ଯିଖରୀୟ ୧:୧୨-୧୬; ୨:୭-୯; ୩:୧, ୨; ୪:୬, ୭)
୧୧:୪୫ ଯିହୋବାଙ୍କ ପରିତ୍ରାଣରେ ଆନନ୍ଦିତ ହୁଅ (ଗୀତସଂହିତା ୯:୧୪; ୩୪:୧୯; ୬୭:୧, ୨; ଯିଶାଇୟ ୧୨:୨)
୧୨:୧୫ ଗୀତ ସଂ. ୧୪୮ ଏବଂ ବିରତି
ଦ୍ୱିପହର କାର୍ଯ୍ୟକ୍ରମ
୧:୩୦ ସଂଗୀତର ଭିଡିଓ
୧:୪୦ ଗୀତ ସଂ. ୧୩୧
୧:୪୫ ପରିଚର୍ଚ୍ଚା: ନିଜ ପରିବାରକୁ ସୁଖମୟ କରନ୍ତୁ
• ପତିମାନେ, ନିଜ ପତ୍ନୀଙ୍କ ସହ ଖୁସିରେ ରହନ୍ତୁ (ହିତୋପଦେଶ ୫:୧୮, ୧୯; ୧ ପିତର ୩:୭)
• ପତ୍ନୀମାନେ, ନିଜ ପତିଙ୍କ ସହ ଖୁସିରେ ରହନ୍ତୁ (ହିତୋପଦେଶ ୧୪:୧)
• ପିତାମାତାମାନେ, ନିଜ ପିଲାମାନଙ୍କ ସହ ଖୁସିରେ ରହନ୍ତୁ (ହିତୋପଦେଶ ୨୩:୨୪, ୨୫)
• ପିଲାମାନେ, ନିଜ ପିତାମାତାଙ୍କ ସହ ଖୁସିରେ ରହନ୍ତୁ (ହିତୋପଦେଶ ୨୩:୨୨)
୨:୫୦ ଗୀତ ସଂ. ୧୩୫ ଏବଂ ଘୋଷଣା
୩:୦୦ ପରିଚର୍ଚ୍ଚା: ସୃଷ୍ଟିରୁ ଜଣାପଡ଼େ ଯେ ଯିହୋବା ଚାହାନ୍ତି ଆମେ ଖୁସିରେ ରହୁ
• ସୁନ୍ଦର ଫୁଲ (ଗୀତସଂହିତା ୧୧୧:୨; ମାଥିଉ ୬:୨୮-୩୦)
• ସୁସ୍ୱାଦ ଖାଦ୍ୟ (ଉପଦେଶକ ୩:୧୨, ୧୩; ମାଥିଉ ୪:୪)
• ସୁନ୍ଦର ରଙ୍ଗ (ଗୀତସଂହିତା ୯୪:୯)
• ଆମ ଶରୀରର ଗଠନ (ପ୍ରେରିତ ୧୭:୨୮; ଏଫିସୀୟ ୪:୧୬)
• ମଧୂର ଶବ୍ଦ (ହିତୋପଦେଶ ୨୦:୧୨; ଯିଶାଇୟ ୩୦:୨୧)
• ଅଦ୍ଭୁତ ଜୀବଜନ୍ତୁ (ଆଦି ପୁସ୍ତକ ୧:୨୬)
୪:୦୦ ‘ଶାନ୍ତିର ପରାମର୍ଶଦାତାମାନେ ଆନନ୍ଦିତ ରହନ୍ତି’—କାହିଁକି ? (ହିତୋପଦେଶ ୧୨:୨୦; ଯାକୁବ ୩:୧୩-୧୮; ୧ ପିତର ୩:୧୦, ୧୧)
୪:୨୦ ଯିହୋବାଙ୍କ ସହ ଭଲ ସମ୍ପର୍କ ଥିଲେ ପ୍ରକୃତ ଖୁସି ମିଳିବ ! (ଗୀତସଂହିତା ୨୫:୧୪; ହବକ୍କୂକ ୩:୧୭, ୧୮)
୪:୫୫ ଗୀତ ସଂ. ୨୮ ଏବଂ ପ୍ରାର୍ଥନା