ଶନିବାର
“ତାହାଙ୍କ ପରିତ୍ରାଣ ଦିନକୁ ଦିନ ପ୍ରକାଶ କର”—ଗୀତସଂହିତା ୯୬:୨
ସକାଳ କାର୍ଯ୍ୟକ୍ରମ
୯:୨୦ ସଂଗୀତର ଭିଡିଓ
୯:୩୦ ଗୀତ ସଂ. ୧୫୦ ଏବଂ ପ୍ରାର୍ଥନା
୯:୪୦ ଅଧ୍ୟକ୍ଷଙ୍କ ଦ୍ୱାରା ସମ୍ବୋଧନ: ଆମକୁ ସୁସମାଚାରର ଆବଶ୍ୟକ କାହିଁକି ଅଛି ? (୧ କରିନ୍ଥୀୟ ୯:୧୬; ୧ ତୀମଥି ୧:୧୨)
୧୦:୧୦ ବାଇବଲ ଆଧାରିତ ଭିଡିଓ ଡ୍ରାମା:
ଯୀଶୁଙ୍କ ନିଆରା ଜୀବନ କାହାଣୀ: ଏପିସୋଡ ୧
ଜଗତ ପାଇଁ ସତ୍ୟର ଆଲୋକ—ଭାଗ ୧ (ମାଥିଉ ୧:୧୮-୨୫; ଲୂକ ୧:୧-୮୦; ଯୋହନ ୧:୧-୫)
୧୦:୪୫ ଗୀତ ସଂ. ୯୯ ଏବଂ ଘୋଷଣା
୧୦:୫୫ ପରିଚର୍ଚ୍ଚା: ସେହି ଦେଶକୁ ଜାଣନ୍ତୁ, ଯେଉଁଠି ଯୀଶୁ ରହୁଥିଲେ
• ଜମି ଓ ଅଞ୍ଚଳ (ଦ୍ୱିତୀୟ ବିବରଣ ୮:୭)
• ପଶୁପକ୍ଷୀ (ଲୂକ ୨:୮, ୨୪)
• ଖାଦ୍ୟ (ଲୂକ ୧୧:୩; ୧ କରିନ୍ଥୀୟ ୧୦:୩୧)
• ଘରସଂସାର (ଫିଲିପ୍ପୀୟ ୧:୧୦)
• ସମାଜ (ଦ୍ୱିତୀୟ ବିବରଣ ୨୨:୪)
• ଲେଖାପଢ଼ା (ଦ୍ୱିତୀୟ ବିବରଣ ୬:୬, ୭)
• ଉପାସନା (ଦ୍ୱିତୀୟ ବିବରଣ ୧୬:୧୫, ୧୬)
୧୨:୩୦ ବାପ୍ତିସ୍ମ: ଲଗାତାର ସୁସମାଚାରର ଅଧୀନରେ ରହନ୍ତୁ (୨ କରିନ୍ଥୀୟ ୯:୧୩; ୧ ତୀମଥି ୪:୧୨-୧୬; ଏବ୍ରୀ ୧୩:୧୭)
୧:୦୦ ଗୀତ ସଂ. ୨୪ ଏବଂ ବିରତି
ଦ୍ୱିପହର କାର୍ଯ୍ୟକ୍ରମ
୨:୧୦ ସଂଗୀତର ଭିଡିଓ
୨:୨୦ ଗୀତ ସଂ. ୫୩
୨:୨୫ ‘ମୋତେ ଈଶ୍ୱରଙ୍କ ରାଜ୍ୟର ସୁସମାଚାର ଶୁଣାଇବାର ଅଛି’ (ଲୂକ ୪:୪୩)
୨:୩୫ ବାଇବଲ ଆଧାରିତ ଭିଡିଓ ଡ୍ରାମା:
ଯୀଶୁଙ୍କ ନିଆରା ଜୀବନ କାହାଣୀ: ଏପିସୋଡ ୧
ଜଗତ ପାଇଁ ସତ୍ୟର ଆଲୋକ—ଭାଗ ୨ (ମାଥିଉ ୨:୧-୨୩; ଲୂକ ୨:୧-୩୮, ୪୧-୫୨; ଯୋହନ ୧:୯)
୩:୧୦ ପରିଚର୍ଚ୍ଚା: ସୁସମାଚାର ଶୁଣାଇବା ପାଇଁ ଇଚ୍ଛୁକ ରହନ୍ତୁ
• ଏହା କେବଳ ପ୍ରେରିତମାନଙ୍କ କାମ ନୁହେଁ (ରୋମୀୟ ୧:୧୫; ୧ ଥେସଲନୀକୀୟ ୧:୮)
• ଏହା ଆମ ଉପାସନାର ଭାଗ (ରୋମୀୟ ୧:୯, ୧୦)
• ସଠିକ୍ ଉପକରଣ ନେଇ ପ୍ରସ୍ତୁତ ରହନ୍ତୁ (ଏଫିସୀୟ ୬:୧୫)
୩:୫୦ ଗୀତ ସଂ. ୮୩ ଏବଂ ଘୋଷଣା
୪:୦୦ ଭିଡିଓ: ‘ସୁସମାଚାର ଜଗତରେ ଫଳବାନ ଓ ବଢ଼ି ବଢ଼ି ଯାଉଛି’ (କଲସୀୟ ୧:୬)
୪:୨୫ ପରିଚର୍ଚ୍ଚା: ସୁସମାଚାରର ପ୍ରଚାର କରୁଥାʼନ୍ତୁ
• ଆପଣ ଯେଉଁଠି ବି ରୁହନ୍ତି (୨ ତୀମଥି ୪:୫)
• ଈଶ୍ୱର ଆପଣଙ୍କୁ ଯେଉଁଠି ବି ପଠାନ୍ତି (ପ୍ରେରିତ ୧୬:୬-୧୦)
୪:୫୦ “ଅନନ୍ତକାଳସ୍ଥାୟୀ ସୁସମାଚାର”—ଏହାର ଅର୍ଥ କʼଣ ? (ପ୍ରକାଶିତ ବାକ୍ୟ ୧୪:୬, ୭)
୫:୨୫ ଗୀତ ସଂ. ୬୬ ଏବଂ ପ୍ରାର୍ଥନା