‘ସୁସମାଚାରର ଯୋଗ୍ୟ ଲୋକଙ୍କ ଭଳି ଆଚରଣ କରନ୍ତୁ’
ଫିଲିପ୍ପୀୟ ୧:୨୭
ସକାଳ କାର୍ଯ୍ୟକ୍ରମ
୯:୪୦ ସଂଗୀତ
୯:୫୦ ଗୀତ ସଂ. ୩୫ ଏବଂ ପ୍ରାର୍ଥନା
୧୦:୦୦ କʼଣ ସୁସମାଚାର ଆପଣଙ୍କ ଜୀବନକୁ ବଦଳାଉଛି ?
୧୦:୧୫ ପରିଚର୍ଚ୍ଚା: ସେମାନେ ସୁସମାଚାର ଅନୁସାରେ ବଞ୍ଚିଲେ
• ସ୍ତିଫାନ
• ଫିଲିପ୍ପ
• ଆକ୍ୱିଲା ଓ ପ୍ରୀସ୍କିଲ୍ଲା
• ତୀତସ
୧୧:୦୫ ଗୀତ ସଂ. ୭୬ ଏବଂ ଘୋଷଣା
୧୧:୧୫ ଈଶ୍ୱରଙ୍କ ଭକ୍ତିର କାମଗୁଡ଼ିକରେ ଲାଗି ରହନ୍ତୁ
୧୧:୩୫ ବାପ୍ତିସ୍ମ: ଲଗାତାର ସୁସମାଚାରର ଅଧୀନରେ ରହନ୍ତୁ
୧୨:୦୫ ଗୀତ ସଂ. ୩୭
ଦ୍ୱିପହର କାର୍ଯ୍ୟକ୍ରମ
୧:୨୦ ସଂଗୀତ
୧:୩୦ ଗୀତ ସଂ. ୫୬ ଏବଂ ପ୍ରାର୍ଥନା
୧:୩୫ ବାଇବଲ ଆଧାରିତ ଜନ ଭାଷଣ: କʼଣ ଆପଣଙ୍କୁ ଭରସା ଅଛି ଯେ ଆପଣଙ୍କ ବିଶ୍ୱାସ ସତ ?
୨:୦୫ ପ୍ରହରୀଦୁର୍ଗର ସାରାଂଶ
୨:୩୫ ଗୀତ ସଂ. ୨୪ ଏବଂ ଘୋଷଣା
୨:୪୫ ପରିଚର୍ଚ୍ଚା: ଆମେ ଈଶ୍ୱରଙ୍କ ସେବକ ହେବାର ପ୍ରମାଣ ଦେଉ
• ଧୈର୍ଯ୍ୟ ଧରି
• କୃପାର ସହ ବ୍ୟବହାର କରି
• ସଚ୍ଚୋଟ ରହି
୩:୩୦ ସୁସମାଚାର ଆମକୁ କʼଣ ଶିଖାଉଛି ?
୪:୦୦ ଗୀତ ସଂ. ୨୯ ଏବଂ ପ୍ରାର୍ଥନା