ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • wp20 ସଂ ୨ ପୃଷ୍ଠା ୩
  • “ତୁମ୍ଭର ରାଜ୍ୟ ଆସୁ”​—ଲକ୍ଷ ଲକ୍ଷ ଲୋକଙ୍କ ପ୍ରାର୍ଥନା

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • “ତୁମ୍ଭର ରାଜ୍ୟ ଆସୁ”​—ଲକ୍ଷ ଲକ୍ଷ ଲୋକଙ୍କ ପ୍ରାର୍ଥନା
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ସର୍ବସାଧାରଣ)—୨୦୨୦
  • ପ୍ରାୟ ସମାନ ଲେଖା
  • ଈଶ୍ୱରଙ୍କ ରାଜ୍ୟ କʼଣ ?
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ସର୍ବସାଧାରଣ)—୨୦୨୦
  • ପରମେଶ୍ୱରଙ୍କ ରାଜ୍ୟ ଶାସନ କରେ
    ଜ୍ଞାନ ଯାହା ଅନନ୍ତ ଜୀବନଆଡ଼କୁ ପରିଚାଳିତ କରେ
  • ଈଶ୍ୱରଙ୍କ ରାଜ୍ୟ ବିଷୟରେ ସତ୍ୟ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ସର୍ବସାଧାରଣ)—୨୦୨୦
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ସର୍ବସାଧାରଣ)—୨୦୨୦
wp20 ସଂ ୨ ପୃଷ୍ଠା ୩
ଅଲଗା ଅଲଗା ଜାତି ଓ ବୟସର ଲୋକମାନେ ପ୍ରାର୍ଥନା କରୁଛନ୍ତି ।

“ତୁମ୍ଭର ରାଜ୍ୟ ଆସୁ”—ଲକ୍ଷ ଲକ୍ଷ ଲୋକଙ୍କ ପ୍ରାର୍ଥନା

ହଜାର ହଜାର ବର୍ଷରୁ ଲକ୍ଷ ଲକ୍ଷ ଲୋକେ ଏହି ପ୍ରାର୍ଥନା କରି ଆସୁଛନ୍ତି ଯେ “ତୁମ୍ଭର ରାଜ୍ୟ ଆସୁ ।” ସେମାନେ କାହିଁକି ଏହି ପ୍ରାର୍ଥନା କରନ୍ତି ? କାରଣ ଯୀଶୁ ନିଜ ଶିଷ୍ୟମାନଙ୍କୁ ଈଶ୍ୱରଙ୍କ ରାଜ୍ୟ ପାଇଁ ପ୍ରାର୍ଥନା କରିବା ଶିଖାଇଥିଲେ ।

ଶିଷ୍ୟମାନେ ଆରମ୍ଭରେ ସେହି କଥାଗୁଡ଼ିକୁ ବୁଝିପାରିଲେ ନାହିଁ, ଯାହା ଯୀଶୁ ଈଶ୍ୱରଙ୍କ ରାଜ୍ୟ ବିଷୟରେ କହିଥିଲେ । ଥରେ ସେମାନେ ଯୀଶୁଙ୍କୁ ପଚାରିଲେ, “ହେ ପ୍ରଭୁ, ଆପଣ କଅଣ ଏହି ସମୟରେ ଇସ୍ରାଏଲ ହସ୍ତରେ ପୁନର୍ବାର ରାଜ୍ୟଭାର ସମର୍ପଣ କରୁ ଅଛନ୍ତି ?” ଯୀଶୁ ସେମାନଙ୍କ ପ୍ରଶ୍ନର ସିଧା ସିଧା ଉତ୍ତର ଦେଲେ ନାହିଁ, ଯାହାଯୋଗୁଁ ହୁଏତ ଶିଷ୍ୟମାନେ ଚକିତ ହୋଇଯାଇଥିବେ । (ପ୍ରେରିତ ୧:୬, ୭) ତାହେଲେ କʼଣ ଏହାର ଅର୍ଥ ଆମେ କେବେ ଜାଣିପାରିବାନି ଯେ ଈଶ୍ୱରଙ୍କ ରାଜ୍ୟ କʼଣ ଓ ଏହା କେବେ ଆସିବ ? ଏପରି ନୁହେଁ ।

ପ୍ରହରୀଦୁର୍ଗର ଏହି ସଂଖ୍ୟାରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକର ଉତ୍ତର ମିଳିବ:

  • ଆମକୁ ଈଶ୍ୱରଙ୍କ ରାଜ୍ୟର ଆବଶ୍ୟକତା କାହିଁକି ଅଛି ?

  • ଈଶ୍ୱରଙ୍କ ରାଜ୍ୟର ରାଜା କିଏ ଅଟନ୍ତି ?

  • ଏହି ରାଜ୍ୟ ପୃଥିବୀରେ କେବେ ଶାସନ କରିବ ?

  • ଏହା ମଣିଷମାନଙ୍କ ପାଇଁ କʼଣ କରିବ ?

  • ଆମକୁ ଏବେଠୁ ଈଶ୍ୱରଙ୍କ ରାଜ୍ୟକୁ ସହଯୋଗ କାହିଁକି କରିବା ଉଚିତ୍‌ ?

  • ଈଶ୍ୱରଙ୍କ ରାଜ୍ୟ କʼଣ ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ