ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb17 ଅକ୍ଟୋବର ପୃଷ୍ଠା ୧
  • ପ୍ରକାଶନ କିପରି ଦେବା

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ପ୍ରକାଶନ କିପରି ଦେବା
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୭
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ମୃତ ଲୋକମାନେ ପୁଣିଥରେ ଜୀବିତ ହୋଇ ପାରିବେ କି? (T-35)
  • ସତ୍ୟ ଶିଖାନ୍ତୁ
  • ମୃତ ଲୋକମାନେ ପୁଣିଥରେ ଜୀବିତ ହୋଇ ପାରିବେ କି? (T-35)
  • ଆପଣଙ୍କ ନିଜର ପ୍ରସ୍ତୁତି
  • ପ୍ରକାଶନ କିପରି ଦେବା
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୭
  • ପ୍ରକାଶନ କିପରି ଦେବା
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୭
  • ପ୍ରକାଶନ କିପରି ଦେବା
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୭
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୭
mwb17 ଅକ୍ଟୋବର ପୃଷ୍ଠା ୧
ଟୁଭାଲୂରେ ଜଣେ ଭାଇ ପୁଣିଥରେ ଜୀବିତ ଟାକ୍‌ଟ ଦେଉଛନ୍ତି

ଟୁଭାଲୂରେ ପୁଣିଥରେ ଜୀବିତ ଟ୍ରାକ୍ଟ ଦିଆଯାଉଛି

ପ୍ରକାଶନ କିପରି ଦେବା

ମୃତ ଲୋକମାନେ ପୁଣିଥରେ ଜୀବିତ ହୋଇ ପାରିବେ କି? (T-35)

ତ ଲୋକମାନେ ପୁଣିଥରେ ଜୀବିତ ହୋଇ ପାରିବେ କି ?

ପ୍ରଶ୍ନ କରନ୍ତୁ: ମଣିଷ ଆଜି ମାତ୍ର ୭୦ କିମ୍ବା ୮୦ ବର୍ଷ ବଞ୍ଚିଥାଏ। କିନ୍ତୁ, କʼଣ ଆପଣ ଜାଣନ୍ତି ଯେ କିଛି କଇଁଛ ୧୫୦ ବର୍ଷ ପର୍ଯ୍ୟନ୍ତ ଜୀବିତ ରହନ୍ତି ଏବଂ କିଛି ଗଛ ହଜାର ହଜାର ବର୍ଷ ପର୍ଯ୍ୟନ୍ତ ଜୀବିତ ରହିଥାʼନ୍ତି। ତେବେ ମଣିଷର ଆୟୁ ଏତେ କମ୍‌ କାହିଁକି?

ପଦ ପଢ଼ନ୍ତୁ: ଆଦି ୩:୧୭-୧୯

କୁହନ୍ତୁ: ଏହି ଟ୍ରାକ୍ଟରେ ଦିଆଯାଇଛି ଯେ ମରିଯାଇଥିବା ଲୋକମାନଙ୍କ ପାଇଁ କʼଣ ଆଶା ରହିଛି।

ସତ୍ୟ ଶିଖାନ୍ତୁ

ଏକ ଖୋଲା ବାଇବଲ

ପ୍ରଶ୍ନ କରନ୍ତୁ: ଆମେ ଈଶ୍ୱରଙ୍କ ପ୍ରତି ନିଜ ପ୍ରେମ କିପରି ଦେଖାଇପାରିବା?

ପଦ ପଢ଼ନ୍ତୁ: ୧ଯୋହ ୫:୩

ସତ୍ୟ: ଈଶ୍ୱରଙ୍କ ଆଜ୍ଞା ପାଳନ କରିବା ଦ୍ୱାରା ଆମେ ତାହାଙ୍କ ପ୍ରତି ନିଜ ପ୍ରେମ ଦେଖାଇପାରିବା।

ମୃତ ଲୋକମାନେ ପୁଣିଥରେ ଜୀବିତ ହୋଇ ପାରିବେ କି? (T-35)

ତ ଲୋକମାନେ ପୁଣିଥରେ ଜୀବିତ ହୋଇ ପାରିବେ କି ?

ପ୍ରଶ୍ନ କରନ୍ତୁ: ସାରା ପୃଥିବୀରେ ଅନେକ ଲୋକେ ନିଜର ମରିଯାଇଥିବା ଆତ୍ମୀୟମାନଙ୍କୁ ସମ୍ମାନ ଦେଖାଇବା ପାଇଁ ସେମାନଙ୍କର ଶ୍ରାଦ୍ଧ ଦିବସ ପାଳନ କରିଥାʼନ୍ତି। ଆମେ ନିଜର ମରିଯାଇଥିବା ଆତ୍ମୀୟମାନଙ୍କୁ ପୁଣିଥରେ ଭେଟିବାର ଆଶା ରଖିପାରିବା କି?

ପଦ ପଢ଼ନ୍ତୁ: ପ୍ରେରି ୨୪:୧୫

କୁହନ୍ତୁ: ଏହି ଟ୍ରାକ୍ଟରେ ଆଲୋଚନା କରାଯାଇଛି ଯେ ପୁନରୁତ୍ଥାନ ଆପଣଙ୍କ ପାଇଁ କʼଣ ଅର୍ଥ ରଖିପାରେ। [ଯଦି ଆପଣ ଉଚିତ୍‌ ମନେ କରନ୍ତି, ତେବେ ମରିଯାଇଥିବା ଲୋକମାନଙ୍କ ପାଇଁ କିଛି ଆଶା ରହିଛି କି? (ହିନ୍ଦୀ) ଭିଡିଓ ଦେଖାନ୍ତୁ।]

ଆପଣଙ୍କ ନିଜର ପ୍ରସ୍ତୁତି

ପ୍ରଚାର ସେବା ନିମନ୍ତେ ଆପଣଙ୍କ ନିଜର ପ୍ରସ୍ତୁତି ପାଇଁ ପୂର୍ବବର୍ତ୍ତୀ ଉଦାହରଣଗୁଡ଼ିକରେ ଥିବା ନମୁନାକୁ ବ୍ୟବହାର କରନ୍ତୁ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ