ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb17 ସେପ୍ଟେମ୍ବର ପୃଷ୍ଠା ୧
  • ପ୍ରକାଶନ କିପରି ଦେବା

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ପ୍ରକାଶନ କିପରି ଦେବା
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୭
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ଜୀବନର ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ଉତ୍ତର ଆମେ କେଉଁଠି ପାଇବା? (T-37)
  • ସତ୍ୟ ଶିଖାନ୍ତୁ
  • ମଣ୍ଡଳୀର ସଭାକୁ ନିମନ୍ତ୍ରଣ (inv)
  • ଆପଣଙ୍କ ନିଜର ପ୍ରସ୍ତୁତି
  • ପ୍ରକାଶନ କିପରି ଦେବା
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୭
  • ପ୍ରକାଶନ କିପରି ଦେବା
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୭
  • ପ୍ରକାଶନ କିପରି ଦେବା
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୭
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୭
mwb17 ସେପ୍ଟେମ୍ବର ପୃଷ୍ଠା ୧
ଯିହୋବାଙ୍କ ସାକ୍ଷୀମାନେ ଜଣେ ବ୍ୟକ୍ତିଙ୍କୁ ମଣ୍ଡଳୀର ସଭାକୁ ନିମନ୍ତ୍ରଣ କରୁଛନ୍ତି

କୁକ୍‌ ଦ୍ୱୀପପୁଞ୍ଜରେ ପ୍ରଚାରକମାନେ ମଣ୍ଡଳୀର ସଭାକୁ ନିମନ୍ତ୍ରଣ କରୁଛନ୍ତି

ପ୍ରକାଶନ କିପରି ଦେବା

ଜୀବନର ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ଉତ୍ତର ଆମେ କେଉଁଠି ପାଇବା? (T-37)

ଜୀବନର ଗୁରୁତପୂର୍ଣ୍ଣ ଶ୍ନର ଉତ୍ତର ଆମେ କେଉଁଠି ପାଇବା ? ଟାକ୍‌ଟ

ପ୍ରଶ୍ନ କରନ୍ତୁ: ଆପଣ ଏବିଷୟରେ କʼଣ ଭାବନ୍ତି— ପରିବାର, କିଶୋର-କିଶୋରୀ ଓ ପିଲାଙ୍କୁ ସାହାଯ୍ୟ କରିବା ପାଇଁ ଆମେ କେଉଁଠୁ ଭରସାଯୋଗ୍ୟ ପରାମର୍ଶ ପାଇପାରିବା? ଆମେ ଲୋକମାନଙ୍କୁ କହୁଛୁ ଯେ ଏପରି ପରାମର୍ଶ ଆମ ସମସ୍ତଙ୍କ ପାଇଁ ରହିଛି ଏବଂ ଆପଣ ମଧ୍ୟ ସେଗୁଡ଼ିକ ଅତି ସହଜରେ ପାଇପାରିବେ। କʼଣ ଆପଣ ଏବିଷୟରେ ଜାଣିବାକୁ ଚାହାନ୍ତି? [ଯଦି ଘରମାଲିକ “ହଁ” କହନ୍ତି, ତେବେ ତାଙ୍କୁ ଟ୍ରାକ୍ଟ ଦିଅନ୍ତୁ।]

ପଦ ପଢ଼ନ୍ତୁ: ଗୀତ ୧୧୯:୧୦୫

କୁହନ୍ତୁ: [ଟ୍ରାକ୍ଟର ୨ ପୃଷ୍ଠା ଦେଖାନ୍ତୁ।] ଆମ jw.org ୱେବ୍‌ସାଇଟ୍‌ରେ ଏପରି ଅନେକ ଲେଖା ଓ ଭିଡିଓଗୁଡ଼ିକ ରହିଛି, ଯେଉଁଥିରେ ଉତ୍ତମ ପରାମର୍ଶ ମିଳିଥାଏ।

ସତ୍ୟ ଶିଖାନ୍ତୁ

ଏକ ଖୋଲା ବାଇବଲ

ପ୍ରଶ୍ନ କରନ୍ତୁ: ଅନେକ ଲୋକେ ଭାବନ୍ତି ଯେ ବିଜ୍ଞାନ ଓ ବାଇବଲ ପରସ୍ପର ସହିତ ମେଳ ଖାଏ ନାହିଁ। ଆପଣ ଏବିଷୟରେ କʼଣ ଭାବନ୍ତି?

ପଦ ପଢ଼ନ୍ତୁ: ଯିଶା ୪୦:୨୨

ସତ୍ୟ: ବାଇବଲରେ ବିଜ୍ଞାନ ସହ ଜଡ଼ିତ ଯାହା ମଧ୍ୟ ଲେଖାଯାଇଛି, ସେଗୁଡ଼ିକ ସମ୍ପୂର୍ଣ୍ଣ ସଠିକ୍‌।

ମଣ୍ଡଳୀର ସଭାକୁ ନିମନ୍ତ୍ରଣ (inv)

ମଣ୍ଡଳୀର ସଭାକୁ ନିମନ୍ତ୍ରଣ

କୁହନ୍ତୁ: ମୁଁ ଆପଣଙ୍କୁ ଏକ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରୁଛି, ଯାହା ଆମର ରାଜ୍ୟଘରେ ବା ସଭା ଘରେ ହେବ। ସେଠାରେ ଶାସ୍ତ୍ର ଆଧାରିତ ଏକ ଭାଷଣ ଦିଆଯିବ। ଏହାପାଇଁ ଆପଣଙ୍କୁ ପଇସା ଦେବାକୁ ପଡ଼ିବ ନାହିଁ। [ନିମନ୍ତ୍ରଣ ପତ୍ର ଦେବା ପରେ ଆଗାମୀ ରବିବାର ଦିନ ହେବାକୁ ଯାଉଥିବା ସଭାର ସମୟ ଓ ସ୍ଥାନ କୁହନ୍ତୁ ଏବଂ ତାʼପରେ ଜନ ଭାଷଣର ବିଷୟ କୁହନ୍ତୁ।]

ପ୍ରଶ୍ନ କରନ୍ତୁ: ଆପଣ ଯିହୋବାଙ୍କ ସାକ୍ଷୀମାନଙ୍କର ରାଜ୍ୟଘରକୁ କେବେ ଯାଇଛନ୍ତି କି? [ଯଦି ଆପଣ ଉଚିତ୍‌ ମନେ କରନ୍ତି, ତେବେ ଆମ ରାଜ୍ୟଘରେ କʼଣ ହୁଏ? ଭିଡିଓ ଦେଖାନ୍ତୁ।]

ଆପଣଙ୍କ ନିଜର ପ୍ରସ୍ତୁତି

ପ୍ରଚାର ସେବା ନିମନ୍ତେ ଆପଣଙ୍କ ନିଜର ପ୍ରସ୍ତୁତି ପାଇଁ ପୂର୍ବବର୍ତ୍ତୀ ଉଦାହରଣଗୁଡ଼ିକରେ ଥିବା ନମୁନାକୁ ବ୍ୟବହାର କରନ୍ତୁ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ