ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb17 ନଭେମ୍ବର ପୃଷ୍ଠା ୭
  • ପରିସ୍ଥିତି ବଦଳିବା ସତ୍ତ୍ୱେ ସଜାଗ ରହନ୍ତୁ ଏବଂ ଯିହୋବାଙ୍କ ସେବାରେ ଲାଗି ରହନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ପରିସ୍ଥିତି ବଦଳିବା ସତ୍ତ୍ୱେ ସଜାଗ ରହନ୍ତୁ ଏବଂ ଯିହୋବାଙ୍କ ସେବାରେ ଲାଗି ରହନ୍ତୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୭
  • ପ୍ରାୟ ସମାନ ଲେଖା
  • ସଜାଗ ରହନ୍ତୁ ଏବଂ ଈଶ୍ୱରଙ୍କ ସେବାରେ ଲାଗି ରହନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୭
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୭
mwb17 ନଭେମ୍ବର ପୃଷ୍ଠା ୭

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ପରିସ୍ଥିତି ବଦଳିବା ସତ୍ତ୍ୱେ ସଜାଗ ରହନ୍ତୁ ଏବଂ ଯିହୋବାଙ୍କ ସେବାରେ ଲାଗି ରହନ୍ତୁ

ଆମ ସମସ୍ତଙ୍କ ଜୀବନରେ କିଛି ନା କିଛି ପରିବର୍ତ୍ତନ ହୋଇଥାଏ। ଆଜିର ଶେଷକାଳରେ ଏହା ଏକ ନିରାଟ ସତ କଥା। (୧କରି ୭:୩୧) ଏସବୁ ପରିବର୍ତ୍ତନ ହୁଏତ ଭଲ ହେଉ କିମ୍ବା ମନ୍ଦ, ଆମେ ଏଗୁଡ଼ିକର ଆଶା କରୁଥାଉ କିମ୍ବା ନ କରୁଥାଉ, କିନ୍ତୁ ଏଗୁଡ଼ିକ ଆମ ଉପାସନା ଏବଂ ଯିହୋବାଙ୍କ ସହିତ ଆମ ସମ୍ପର୍କ ଉପରେ ପ୍ରଭାବ ପକାଇଥାଏ। ପରିସ୍ଥିତି ବଦଳିବା ସତ୍ତ୍ୱେ ଆମକୁ ସଜାଗ ରହିବା ଏବଂ ଯିହୋବାଙ୍କ ସେବାରେ ଲାଗି ରହିବାରେ କʼଣ ସାହାଯ୍ୟ କରିବ? ଜାଗା ନୂଆ, କିନ୍ତୁ ଉପାସନା ସେଇୟା (ହିନ୍ଦୀ) ନାମକ ଭିଡିଓ ଦେଖନ୍ତୁ ଏବଂ ତାʼପରେ ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

ଏକ ପରିବାର ନିଜ ଘର ବଦଳାଇବା ବେଳେ ପାରିବାରିକ ଉପାସନା ପାଇଁ ସମୟ ବାହାର କରୁଛନ୍ତି
  • ଜଣେ ଭାଇ ଏକ ପିତାଙ୍କୁ କʼଣ ପରାମର୍ଶ ଦେଲେ?

  • ମାଥିଉ ୭:୨୫ ପଦରେ ଥିବା ସିଦ୍ଧାନ୍ତ ତାଙ୍କ ପରିବାରର ପରିସ୍ଥିତିରେ କିପରି ଲାଗୁ ହେଲା?

  • ସେହି ପରିବାର ନୂଆ ଜାଗା ଯିବା ପୂର୍ବରୁ କʼଣ ଯୋଜନା କଲା ଏବଂ ଏଥିରୁ ସେମାନଙ୍କୁ କʼଣ ଲାଭ ହେଲା?

  • ନୂଆ ମଣ୍ଡଳୀ ଓ ପ୍ରଚାର କ୍ଷେତ୍ର ମୁତାବକ ନିଜଠାରେ ପରିବର୍ତ୍ତନ ଆଣିବା ପାଇଁ ପରିବାରର ସଦସ୍ୟମାନେ କʼଣ କଲେ?

ନିକଟ ଅତୀତରେ ମୁଁ କେଉଁ କେଉଁ ବଡ଼ ପରିବର୍ତ୍ତନର ସାମନା କରିଛି?

ଭିଡିଓରେ କୁହାଯାଇଥିବା ସିଦ୍ଧାନ୍ତଗୁଡ଼ିକୁ ମୁଁ ନିଜ ପରିସ୍ଥିତିରେ କିପରି ଲାଗୁ କରିପାରିବି?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ