ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb17 ନଭେମ୍ବର ପୃଷ୍ଠା ୬
  • ସଜାଗ ରହନ୍ତୁ ଏବଂ ଈଶ୍ୱରଙ୍କ ସେବାରେ ଲାଗି ରହନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ସଜାଗ ରହନ୍ତୁ ଏବଂ ଈଶ୍ୱରଙ୍କ ସେବାରେ ଲାଗି ରହନ୍ତୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୭
  • ପ୍ରାୟ ସମାନ ଲେଖା
  • ପରିସ୍ଥିତି ବଦଳିବା ସତ୍ତ୍ୱେ ସଜାଗ ରହନ୍ତୁ ଏବଂ ଯିହୋବାଙ୍କ ସେବାରେ ଲାଗି ରହନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୭
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୭
mwb17 ନଭେମ୍ବର ପୃଷ୍ଠା ୬

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ନାହୂମ ୧–ହବକ୍‌କୂକ ୩

ସଜାଗ ରହନ୍ତୁ ଏବଂ ଈଶ୍ୱରଙ୍କ ସେବାରେ ଲାଗି ରହନ୍ତୁ

ହବ ୧:୫, ୬

ଏହା ବିଶ୍ୱାସ କରିବା ହୁଏତ କଷ୍ଟକର ଥିଲା ଯେ ବାବିଲୀୟମାନେ ଯିହୁଦାର ବିନାଶ କରିଥାʼନ୍ତେ। ଯିହୁଦା ଶକ୍ତିଶାଳୀ ମିସରର ଅଧୀନରେ ଥିଲା। କଲଦୀୟମାନେ ମିସରୀୟମାନଙ୍କ ସମ୍ମୁଖରେ ଅବା କିପରି ତିଷ୍ଠି ପାରିଥାʼନ୍ତେ? ଅନେକ ଯିହୁଦୀମାନେ ଏହା ମଧ୍ୟ ଭାବୁଥିଲେ ଯେ ଯିହୋବା ଯୀରୂଶାଲମ ଓ ଏହାର ମନ୍ଦିରକୁ ବିନାଶ ହେବାକୁ ଦେବେ ନାହିଁ। କିନ୍ତୁ ହବକ୍‌କୂକଙ୍କ ଭବିଷ୍ୟତବାଣୀ ନିଶ୍ଚୟ ପୂରଣ ହୋଇଥାʼନ୍ତା। ଆଉ, ହବକ୍‌କୂକଙ୍କୁ ଈଶ୍ୱରଙ୍କ ସେବାରେ ଲାଗି ରହିବା ସହ ସେହି ସମୟ ପାଇଁ ଅପେକ୍ଷା କରିବାର ଥିଲା।

ନିଜ ଚାରିଆ ଦୁଷ୍ଟତା ଘେରି ରହିବା ସତ୍ତ ଭବିଷ୍ୟଦ୍‌ବକ୍ତା ହବକ୍‌କୂକ ଆଧତକ ରୂପେ ସଜାଗ ରହିଛନ୍ତି

ମୁଁ କାହିଁକି ସମ୍ପୂର୍ଣ୍ଣ ବିଶ୍ୱାସ କରେ ଯେ ଯୁଗାନ୍ତ ପାଖେଇ ଆସିଛି?

ମୁଁ କିପରି ସଜାଗ ରହିପାରିବି ଏବଂ ଈଶ୍ୱରଙ୍କ ସେବାରେ ଲାଗି ରହିପାରିବି?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ