ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb18 ଏପ୍ରିଲ୍‌ ପୃଷ୍ଠା ୨
  • ନିସ୍ତାର ଓ ସ୍ମାରକ ମଧ୍ୟରେ ସମାନତା ଏବଂ ଅସମାନତା

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ନିସ୍ତାର ଓ ସ୍ମାରକ ମଧ୍ୟରେ ସମାନତା ଏବଂ ଅସମାନତା
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
  • ପ୍ରାୟ ସମାନ ଲେଖା
  • ଆପଣଙ୍କ ପ୍ରଶ୍ନ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
mwb18 ଏପ୍ରିଲ୍‌ ପୃଷ୍ଠା ୨

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ମାଥିଉ ୨୬

ନିସ୍ତାର ଓ ସ୍ମାରକ ମଧ୍ୟରେ ସମାନତା ଏବଂ ଅସମାନତା

୨୬:୧୮

ସଂଖ୍ୟା ଦ୍ୱାରା ଚିହ୍ନଟ କରାଯାଇଥିବା ଜିନିଷର ନାମ ଲେଖନ୍ତୁ।

୧

୨

୩

୪

ଏମଧ୍ୟରୁ କେଉଁ କେଉଁ ଜିନିଷ ପ୍ରଭୁଭୋଜରେ ବ୍ୟବହୃତ ହୁଏ?

ଆପଣ ଜାଣନ୍ତି କି?

ଯଦିଓ ନିସ୍ତାର ପର୍ବ ସ୍ମାରକକୁ ସୂଚାଉ ନ ଥିଲା, ତଥାପି ନିସ୍ତାର ପର୍ବରୁ ଆମେ ଅନେକ କିଛି ଶିଖିପାରିବା। ପ୍ରେରିତ ପାଉଲ ଯୀଶୁଙ୍କୁ “ନିସ୍ତାର ପର୍ବର ମେଷଶାବକ” ସହିତ ତୁଳନା କଲେ। (୧କରି ୫:୭) ଯେପରି ମେଷଶାବକର ରକ୍ତକୁ ଗୃହ ଦ୍ୱାରବନ୍ଧର ଦୁଇପାଖ ଓ ଉପର କାଠରେ ଲଗାଇବାରୁ ଲୋକଙ୍କ ଜୀବନ ରକ୍ଷା ହେଲା, ଠିକ୍‌ ସେହିପରି ଯୀଶୁଙ୍କ ରକ୍ତ ଲୋକମାନଙ୍କର ଜୀବନ ରକ୍ଷା କରିଥାଏ। (ଯାତ୍ରା ୧୨:୧୨, ୧୩) ନିସ୍ତାର ପର୍ବର ମେଷଶାବକର ଗୋଟିଏ ବି ହାଡ଼ ଭଙ୍ଗାଯାଉ ନ ଥିଲା। ଯେତେବେଳେ ଯୀଶୁଙ୍କୁ କାଠଖୁଣ୍ଟରେ ଟଙ୍ଗାଯାଇ ମାରିଦିଆଗଲା, ସେତେବେଳେ ତାହାଙ୍କର ମଧ୍ୟ ଗୋଟିଏ ବି ହାଡ଼ ଭଙ୍ଗାଗଲା ନାହିଁ। କିନ୍ତୁ ଏପରି ଦଣ୍ଡ ଦିଆଯିବା ପରେ ସାଧାରଣତଃ ଅପରାଧୀମାନଙ୍କର ହାଡ଼ ଭାଙ୍ଗି ଦିଆଯାଉଥିଲା।—ଯାତ୍ରା ୧୨:୪୬; ଯୋହ ୧୯:୩୧-୩୩, ୩୬.

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ