ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଲୂକ ୨-୩
ପିଲାମାନେ, ଆପଣ ଯିହୋବାଙ୍କ ସହିତ ନିଜ ସମ୍ପର୍କକୁ ଦୃଢ଼ କରୁଛନ୍ତି କି?
ଯୀଶୁ ବାଲ୍ୟକାଳରୁ ହିଁ ଯିହୋବାଙ୍କ ବିଷୟରେ ଶିଖିବାକୁ ଭଲ ପାଉଥିଲେ ଏବଂ ସେ ନିଜ ପିତାମାତାଙ୍କର ଆଦର କରୁଥିଲେ।
ପିଲାମାନେ, ଆପଣ ଏସବୁ କ୍ଷେତ୍ରରେ ଯୀଶୁଙ୍କୁ କିପରି ଅନୁକରଣ କରିପାରିବେ?
୨:୪୧, ୪୨
ଯିହୋବାଙ୍କ ସେବା ସହ ଜଡ଼ିତ କାମ କରିବାରେ
୨:୪୬, ୪୭
ଯିହୋବାଙ୍କୁ ଭଲ ଭାବେ ଜାଣିବାରେ ଏବଂ ବାଇବଲର ଅଧ୍ୟୟନ କରିବାରେ
୨:୫୧, ୫୨
ନିଜ ପିତାମାତାଙ୍କର ଆଦର କରିବାରେ