ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb19 ଜୁଲାଇ ପୃଷ୍ଠା ୫
  • ଉତ୍ତମ କାର୍ଯ୍ୟ କରିବା ପାଇଁ ଆଗକୁ ବଢ଼ନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଉତ୍ତମ କାର୍ଯ୍ୟ କରିବା ପାଇଁ ଆଗକୁ ବଢ଼ନ୍ତୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
  • ପ୍ରାୟ ସମାନ ଲେଖା
  • ଖ୍ରୀଷ୍ଟିୟାନମାନେ କାହିଁକି ଆଗକୁ ବଢ଼ିବା ଉଚିତ୍‌ ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ପିଲାମାନେ, ଆପଣ ଯିହୋବାଙ୍କ ସହିତ ନିଜ ସମ୍ପର୍କକୁ ଦୃଢ଼ କରୁଛନ୍ତି କି?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
  • ଆପଣଙ୍କ ମନ ସାଂସାରିକ ନା ଆତ୍ମିକ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
  • ଲଗାତାର ଯିହୋବାଙ୍କ ସେବା କରିବା ପାଇଁ ସେମାନଙ୍କୁ ତାଲିମ୍‌ ଦିଅନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୭
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
mwb19 ଜୁଲାଇ ପୃଷ୍ଠା ୫
ଜଣେ ଯୁବା ଭାଇ ମଣ୍ଡଳୀର ଏକ ସଭାରେ ମାଇଫୋନ୍‌ ଦେଉଛନ୍ତି, ବ୍ୟକ୍ତିଗତ ଅଧୟନ କରୁଛନ୍ତି ଏବଂ ଜଣେ ବୃଦ୍ଧା ଭଉଣୀଙ୍କୁ ଲ୍‌ ଚେୟାର୍‌ରେ ନେଉଛନ୍ତି

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ୧ ତୀମଥି ୧-୩

ଉତ୍ତମ କାର୍ଯ୍ୟ କରିବା ପାଇଁ ଆଗକୁ ବଢ଼ନ୍ତୁ

୩:୧,​​୧୩

ଜଣେ ଭାଇ ଯୁବା ଅବସ୍ଥାରୁ ହିଁ ମଣ୍ଡଳୀର କାମଗୁଡ଼ିକରେ ସହଯୋଗ କରିବା ଉଚିତ୍‌। ଫଳରେ ସେ ତାଲିମ ପାଇପାରିବେ ଏବଂ ବଡ଼ ହେଲା ପରେ ସହାୟକ ସେବକର ଦାୟିତ୍ୱ ସମ୍ଭାଳିବା ପାଇଁ ଯୋଗ୍ୟ ହୋଇପାରିବେ। (୧ତୀମ ୩:୧୦) କିନ୍ତୁ ଜଣେ ଭାଇ ଉତ୍ତମ କାର୍ଯ୍ୟ କରିବା ପାଇଁ କିପରି ଆଗକୁ ବଢ଼ିପାରିବେ ? ଏହି ଗୁଣଗୁଡ଼ିକୁ ନିଜଠାରେ ବଢ଼ାଇବା ଏବଂ ନିଜ କାମରେ ଦେଖାଇବା ଦ୍ୱାରା:

  • ତ୍ୟାଗର ଭାବନା।—ରାଜ୍ୟ ସେବା (ହିନ୍ଦୀ) ୭/୧୩ ୫¶୨

  • ଆଧ୍ୟାତ୍ମିକତା।—ରାଜ୍ୟ ସେବା (ହିନ୍ଦୀ) ୭/୧୩ ୬¶୩

  • ଭରସାଯୋଗ୍ୟତା ଓ ବିଶ୍ୱସ୍ତତା।—ରାଜ୍ୟ ସେବା (ହିନ୍ଦୀ) ୭/୧୩ ୬¶୪

ଜଣେ ଚୀନ ଏକ ଯୁବା ଭାଇଙ୍କ ସହ କଥା ହେଉଛନ୍ତି ଏବଂ ମଣ୍ଡଳୀର କାମଗୁକ କରିବା ପାଇଁ ତାଲିମ ଦେଉଛନ୍ତି
    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ