ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଲୂକ ୧୭-୧୮
କୃତଜ୍ଞତା ଦେଖାନ୍ତୁ
୧୭:୧୧-୧୮
ଏ ଘଟଣାରୁ ଆମେ କୃତଜ୍ଞତା ଦେଖାଇବା ବିଷୟରେ କʼଣ ଶିଖୁ?
ଆମେ କେବଳ କୃତଜ୍ଞ ଅନୁଭବ କରିବା ଯଥେଷ୍ଟ ନୁହେଁ, ବରଂ ତାହା ଜଣାଇବା ମଧ୍ୟ ଉଚିତ୍
ହୃଦୟର ସହିତ କୃତଜ୍ଞତା ଦେଖାଇବା ଏହାର ପ୍ରମାଣ ଯେ ଆମଠାରେ ଠିକ୍ ସେହି ପ୍ରେମ ଅଛି, ଯାହା ଯୀଶୁଙ୍କର ଶିଷ୍ୟମାନଙ୍କ ମଧ୍ୟରେ ରହିବା ଉଚିତ୍ ଏବଂ ଏହା ଶିଷ୍ଟାଚାରର ଚିହ୍ନ ମଧ୍ୟ
ଯେଉଁମାନେ ଯୀଶୁଙ୍କୁ ଖୁସି କରିବାକୁ ଚାହାନ୍ତି, ସେମାନେ ଜାତି, ଧର୍ମ, ଦେଶ ନିର୍ବିଶେଷରେ ସମସ୍ତଙ୍କୁ ପ୍ରେମ ଓ କୃତଜ୍ଞତା ଦେଖାଇବା ଉଚିତ୍