ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଲୂକ ୨୧-୨୨
“ତୁମ୍ଭମାନଙ୍କର ମୁକ୍ତି ସନ୍ନିକଟ”
୨୧:୨୫-୨୮
ଯୀଶୁ ଖ୍ରୀଷ୍ଟ ଖୁବ୍ ଶୀଘ୍ର ଦୁଷ୍ଟମାନଙ୍କୁ ବିନାଶ କରିବା ଏବଂ ଈଶ୍ୱରଙ୍କ ଆଜ୍ଞା ପାଳନ କରୁଥିବା ଲୋକମାନଙ୍କୁ ମୁକ୍ତି ଦେବା ପାଇଁ ଆସିବେ । ତେଣୁ ଆମକୁ ଆଧ୍ୟାତ୍ମିକ ଭାବେ ପ୍ରସ୍ତୁତ ରହିବାକୁ ହେବ, ଯାହାଫଳରେ ଆମକୁ ମୁକ୍ତି ମିଳିବ ବୋଲି ଆମେ ନିଶ୍ଚିତ ହୋଇପାରିବା ।