ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb21 ଜୁଲାଇ ପୃଷ୍ଠା ୩
  • ଲୋକମାନଙ୍କୁ ସହାନୁଭୂତି ଦେଖାନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଲୋକମାନଙ୍କୁ ସହାନୁଭୂତି ଦେଖାନ୍ତୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ପ୍ରାୟ ସମାନ ଲେଖା
  • ପ୍ରଶ୍ନ ପଚାରନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ହୃଦୟ ଛୁଇଁବାକୁ ଚେଷ୍ଟା କରନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ଈଶ୍ୱରଙ୍କ ବାକ୍ୟର ଭଲ ବ୍ୟବହାର କରନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ଯିହୋବାଙ୍କଠାରେ ପ୍ରାର୍ଥନା କରନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
mwb21 ଜୁଲାଇ ପୃଷ୍ଠା ୩

ପ୍ରଚାର ସେବାରେ ଆହୁରି ଖୁସି ପାଆନ୍ତୁ

ଲୋକମାନଙ୍କୁ ସହାନୁଭୂତି ଦେଖାନ୍ତୁ

କାହାରିକୁ ସହାନୁଭୂତି ଦେଖାଇବାର ଅର୍ଥ ହେଉଛି ତାଙ୍କ ଭାବନା, ଚିନ୍ତାଧାରା ଓ ଆବଶ୍ୟକତାଗୁଡ଼ିକ ବୁଝିବା ଏବଂ ଏହା ମଧ୍ୟ ବୁଝିବା ଯେ କୌଣସି ପରିସ୍ଥିତିରେ ସେ କʼଣ ନିଷ୍ପତ୍ତି ନିଅନ୍ତି । ଯଦି ଆମେ କାହାରିକୁ ସତରେ ସାହାଯ୍ୟ କରିବାକୁ ଚାହୁଁ, ତେବେ ଆମେ ତାଙ୍କୁ ସହାନୁଭୂତି ଦେଖାଇବା ଏବଂ ସେହି ବ୍ୟକ୍ତି ଜଣକ ମଧ୍ୟ ଅନୁଭବ କରିବେ ଯେ ଆମେ ହୃଦୟରୁ ତାଙ୍କୁ ସାହାଯ୍ୟ କରିବାକୁ ଚାହୁଁ । ପ୍ରଚାରରେ ଯେତେବେଳେ ଆମେ ଲୋକମାନଙ୍କୁ ସହାନୁଭୂତି ଦେଖାଉ, ସେମାନେ ଅନୁଭବ କରନ୍ତି ଯେ ଯିହୋବା ସେମାନଙ୍କୁ ପ୍ରେମ କରନ୍ତି । ଆଉ ସେଇଥିପାଇଁ ସେମାନେ ତାହାଙ୍କ ଆଡ଼କୁ ଆକର୍ଷିତ ହୋଇଥାʼନ୍ତି ।—ଫିଲିପ୍‌ ୨:୪.

ଆମେ ଯେପରି ଭାବେ କଥା ହେଉ, ଯେପରି ଭାବେ ଶୁଣୁ ଏବଂ ଆମ ଚେହେରାର ହାବଭାବରୁ ଜଣାପଡ଼େ ଯେ ଆମେ ତାଙ୍କ ବିଷୟରେ ସତରେ ଚିନ୍ତା କରୁ । ଆମେ ଜାଣିବା ଦରକାର ଯେ ସେ କେଉଁ ବିଷୟରେ ଆଗ୍ରହ ରଖନ୍ତି, ସେ କʼଣ ବିଶ୍ୱାସ କରନ୍ତି ଏବଂ ତାଙ୍କ ପରିସ୍ଥିତି କʼଣ । ଆମେ ତାଙ୍କୁ ଜଣାଇପାରିବା ଯେ ତାଙ୍କୁ କʼଣ କରିବାକୁ ହେବ ଏବଂ ତାଙ୍କୁ ସାହାଯ୍ୟ ମଧ୍ୟ କରିପାରିବା । କିନ୍ତୁ ସେ ନିଜଠାରେ ପରିବର୍ତ୍ତନ କରିବା ପାଇଁ ଆମେ ତାଙ୍କୁ ବାଧ୍ୟ କରିବା ଉଚିତ୍‌ ନୁହେଁ । ଯେତେବେଳେ ସେ ନିଜ ଇଚ୍ଛାରେ ନିଜଠାରେ ପରିବର୍ତ୍ତନ କରିବାକୁ ଚାହିଁବେ ଏବଂ ଆମଠାରୁ ସାହାଯ୍ୟ ନେବେ, ସେତେବେଳେ ଆମକୁ ଖୁସି ମିଳିବ ।

ଶିଷ୍ୟ କରିବାର କାମରେ ଖୁସି ପାଆନ୍ତୁ—ନିଜ ଦକ୍ଷତା ବଢ଼ାନ୍ତୁ—ସହାନୁଭୂତି ଦେଖାନ୍ତୁ ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ଶିଷ୍ୟ କରିବାର କାମରେ ଖୁସି ପାଆ—ନିଜ ଦକ୍ଷତା ବ—ସହାନୁତି ଦେଖା ଭିଡିଓର ଏକ ଦୃଶ୍ୟ । ଏକ ହୋଟେଲରେ ନତା ନୀତାଙ୍କୁ କଛନ୍ତି ଯେ ସେଦିନ ସେ ବାଇବଲ ଅଧୟନ କାହିକି କରିପାରିଲେ ନାହି ।

    ଯେତେବେଳେ ନମ୍ରତା ଡେରିରେ ଆସିଲେ, ନୀତା କିପରି ସହାନୁଭୂତି ଦେଖାଇଲେ ?

  • ଶିଷ୍ୟ କରିବାର କାମରେ ଖୁସି ପାଆ—ନିଜ ଦକ୍ଷତା ବ—ସହାନୁତି ଦେଖା ଭିଡିଓର ଏକ ଦୃଶ୍ୟ । ନୀତା ତାଙ୍କ ଭାବନାକୁ ବୁଝୁଛନ୍ତି ।

    ଯେତେବେଳେ ନମ୍ରତା କହିଲେ ଯେ ସେ ବହୁତ ଥକି ଯାଇଛନ୍ତି ଏବଂ ଅଧ୍ୟୟନ କରିବେ ନାହିଁ, ନୀତା କିପରି ତାଙ୍କ ପରିସ୍ଥିତିକୁ ବୁଝିଲେ ?

  • ଶିଷ୍ୟ କରିବାର କାମରେ ଖୁସି ପାଆ—ନିଜ ଦକ୍ଷତା ବ—ସହାନୁତି ଦେଖା ଭିଡିଓର ଏକ ଦୃଶ୍ୟ । ନୀତା ନତାଙ୍କ କୋଠରିକୁ ସଫା କରିବା ଓ ସବୁକିଛି ଭଲଭାବେ ରଖିବାରେ ସାହାଯ୍ୟ କରୁଛନ୍ତି ।

    ଯଦି ଆମେ ଲୋକଙ୍କୁ ସହାନୁଭୂତି ଦେଖାଇବା, ତେବେ ସେମାନେ ଯିହୋବାଙ୍କ ଆଡ଼କୁ ଆକର୍ଷିତ ହେବେ

    ଯେତେବେଳେ ନମ୍ରତା କହିଲେ ଯେ ସେ କୌଣସି କାମକୁ ଶୃଙ୍ଖଳିତ ଭାବେ କରିପାରନ୍ତି ନାହିଁ, ନୀତା କିପରି ତାଙ୍କୁ ସହାନୁଭୂତି ଦେଖାଇଲେ ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ