ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb18 ଡିସେମ୍ବର ପୃଷ୍ଠା ୪
  • ଈଶ୍ୱରଙ୍କ ବାକ୍ୟ ଆଧାରରେ ଏକମନା ନିଷ୍ପତ୍ତି

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଈଶ୍ୱରଙ୍କ ବାକ୍ୟ ଆଧାରରେ ଏକମନା ନିଷ୍ପତ୍ତି
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
  • ପ୍ରାୟ ସମାନ ଲେଖା
  • ପ୍ରଶାସନ ଦଳ ଆଜି କିପରି କାମ କରେ ?
    ଆଜି କେଉଁମାନେ ଯିହୋବାଙ୍କ ଇଚ୍ଛା ପୂରଣ କରୁଛନ୍ତି ?
  • “ବିଶ୍ୱସ୍ତ ଓ ବୁଦ୍ଧିମାନ ଦାସ” କିଏ ଏବଂ ସେ କʼଣ କରେ ?
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
  • ପରମେଶ୍ୱରଙ୍କ ସଙ୍ଗଠନର ସୁରକ୍ଷାରେ ରୁହନ୍ତୁ
    ପ୍ରହରୀଦୁର୍ଗ—୧୯୯୮
  • ଧୈର୍ଯ୍ୟ ଧରିବା ଓ ସାନ୍ତ୍ୱନା ପାଇବା ପାଇଁ ଯିହୋବାଙ୍କ ଉପରେ ନିର୍ଭର ରହନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
mwb18 ଡିସେମ୍ବର ପୃଷ୍ଠା ୪
ଥମ ଶତାବ୍ଦୀର ଏକ ମଣ୍ଡଳୀର ସଦସ୍ୟମାନେ ଶାସନ ଦଳର ନିଷ୍ପତ୍ତିକୁ ଶୁଣୁଛନ୍ତି

ଏକ ମଣ୍ଡଳୀର ସଦସ୍ୟମାନେ ପ୍ରଶାସନ ଦଳର ନିଷ୍ପତ୍ତିକୁ ଶୁଣୁଛନ୍ତି

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ପ୍ରେରିତ ୧୫-୧୬

ଈଶ୍ୱରଙ୍କ ବାକ୍ୟର ଆଧାରରେ ଏକମନା ନିଷ୍ପତ୍ତି

ଏହି ସମସ୍ୟାକୁ ଯେଭଳି ଭାବେ ସମାଧାନ କରାଗଲା, ସେଥିରୁ ଆମେ କʼଣ ଶିଖିପାରିବା?

୧୫:୧, ୨—ଆମେ ନମ୍ର ହେବା ଏବଂ ଧୈର୍ଯ୍ୟ ଧରିବା ଉଚିତ୍‌ । ପାଉଲ ଓ ବର୍ଣ୍ଣବ୍‌ବା ସମସ୍ୟାକୁ ନିଜେ ସମାଧାନ କଲେ ନାହିଁ, ବରଂ ସେମାନେ ଯିହୋବାଙ୍କ ସଙ୍ଗଠନକୁ ମାର୍ଗଦର୍ଶନ ମାଗିଲେ ।

୧୫:୨୮, ୨୯—ଆମେ ଯିହୋବାଙ୍କ ସଙ୍ଗଠନ ଉପରେ ଭରସା ରଖିବା ଉଚିତ୍‌ । ଆନ୍ତିୟଖିଆ ମଣ୍ଡଳୀର ଭରସା ଥିଲା ଯେ ଯିହୋବା ନିଜ ପବିତ୍ର ଶକ୍ତି ଓ ଯୀଶୁ ଖ୍ରୀଷ୍ଟଙ୍କ ଜରିଆରେ ମାର୍ଗଦର୍ଶନ ଦେବେ ।

୧୬:୪, ୫—ଆମେ ଆଜ୍ଞା ପାଳନ କରିବା ଉଚିତ୍‌ । ପ୍ରଶାସନ ଦଳର ନିର୍ଦ୍ଦେଶକୁ ପାଳନ କରିବା ଯୋଗୁଁ ମଣ୍ଡଳୀଗୁଡ଼ିକରେ ଉନ୍ନତି ଦେଖିବାକୁ ମିଳିଲା ।

ନିକଟ ଅତୀତରେ ଯିହୋବାଙ୍କ ସଙ୍ଗଠନରୁ ଯେଉଁସବୁ ନିର୍ଦ୍ଦେଶ ମିଳିଛି, ସେମଧ୍ୟରୁ ଗୋଟିଏ କʼଣ?

ସେହି ନିର୍ଦ୍ଦେଶକୁ ପାଳନ କରିବା ଯୋଗୁଁ ମୋତେ କʼଣ ଲାଭ ମିଳୁଛି?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ