ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb18 ଡିସେମ୍ବର ପୃଷ୍ଠା ୫
  • ଆନନ୍ଦରେ ଗୀତ ଗାଇ ଯିହୋବାଙ୍କର ପ୍ରଶଂସା କରନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଆନନ୍ଦରେ ଗୀତ ଗାଇ ଯିହୋବାଙ୍କର ପ୍ରଶଂସା କରନ୍ତୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
  • ପ୍ରାୟ ସମାନ ଲେଖା
  • ଅଧ୍ୟୟନ ପାଇଁ ପରାମର୍ଶ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
  • ପ୍ରସାରଣର ଗୀତଗୁଡ଼ିକରୁ ଆପଣ କʼଣ ଶିଖିପାରିବେ ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
mwb18 ଡିସେମ୍ବର ପୃଷ୍ଠା ୫
ଯିହୋବାଙ୍କର ମିତ ଅ ଗୀତ ୮୪: ଯିହୋବାଙ୍କ ସେବାରେ ଆଗକୁ ବ

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଆନନ୍ଦରେ ଗୀତ ଗାଇ ଯିହୋବାଙ୍କର ପ୍ରଶଂସା କରନ୍ତୁ

ପାଉଲ ଓ ଶୀଲା ଯେତେବେଳେ ଜେଲ୍‌ରେ ଥିଲେ, ସେମାନେ ଗୀତ ଗାଇ ଯିହୋବାଙ୍କର ପ୍ରଶଂସା କଲେ । (ପ୍ରେରି ୧୬:୨୫) ଏଥିରେ କୌଣସି ସନ୍ଦେହ ନାହିଁ ଯେ ଏହାଦ୍ୱାରା ସେମାନଙ୍କୁ ନିଜ କଷ୍ଟକୁ ସହିବା ପାଇଁ ନିଶ୍ଚୟ ସାହସ ମିଳିଥିବ । ଆମେ ସଭାରେ ଗୀତଗୁଡ଼ିକ ଗାଇଥାଉ । ଏହା ଛଡ଼ା, ଆମ ପାଖରେ ବ୍ରୋଡକାଷ୍ଟିଙ୍ଗ୍‌ ଗୀତଗୁଡ଼ିକ ମଧ୍ୟ ରହିଛି । ଯେତେବେଳେ ଆମେ ମଧ୍ୟ କୌଣସି ସମସ୍ୟାକୁ ସାମନା କରୁ, ସେତେବେଳେ ଏହି ଗୀତଗୁଡ଼ିକ ଆମର ଉତ୍ସାହ ବଢ଼ାଏ ଏବଂ ବିଶ୍ୱସ୍ତ ରହିବା ପାଇଁ ଆମକୁ ସାହସ ଯୋଗାଏ । ଏହାଠୁ ମଧ୍ୟ ମହତ୍ତ୍ୱପୂର୍ଣ୍ଣ କଥା ହେଉଛି, ଏ ଗୀତଗୁଡ଼ିକରୁ ଯିହୋବାଙ୍କର ମହିମା ହୋଇଥାଏ । (ଗୀତ ୨୮:୭) ଅତି କମ୍‌ରେ କିଛି ଗୀତର ବୋଲ ମନେ ରଖିବା ପାଇଁ ଆମକୁ ଉତ୍ସାହିତ କରାଯାଏ । କʼଣ ଆପଣ ଏପରି କରିବା ପାଇଁ ଚେଷ୍ଟା କରିଛନ୍ତି? ଆମେ ପାରିବାରିକ ଉପାସନାରେ ଗୀତଗୁଡ଼ିକର ଅଭ୍ୟାସ କରିପାରିବା ଏବଂ ସେଗୁଡ଼ିକର ବୋଲକୁ ମୁଖସ୍ଥ କରିପାରିବା ।

ପିଲାମାନେ ଗୀତ ଗାଇ ଯିହୋବାଙ୍କ ମହିମା କରନ୍ତି (ହିନ୍ଦୀ) ନାମକ ଭିଡିଓ ଦେଖନ୍ତୁ ଏବଂ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ଦୁଇଜଣ ଝିଅ ରେକଡିଙ୍ଗ୍‌ ଷ୍ଟୁଡିଓରେ ଗୀତ ଗାଉଛନ୍ତି

    ରାଜ୍ୟ ଗୀତ ଗାଇବା ଦ୍ୱାରା ଆମ ଉପରେ କʼଣ ଭଲ ପ୍ରଭାବ ପଡ଼ିପାରେ?

  • ପିଲାମାନେ ଗୀତ ଗାଇବା ପାଇ ଆସିବା ପୂର୍ବରୁ ଜଣେ ଭଉଣୀ ସ୍ତୁତି କରୁଛନ୍ତି

    ଅଡିଓ/ଭିଡିଓ ବିଭାଗ ଗୀତଗୁଡ଼ିକର ରେକଡିଙ୍ଗ୍‌ କରିବା ପାଇଁ କିପରି ପ୍ରସ୍ତୁତି କରେ?

  • ଏକ ପରିବାର ପାରିବାରିକ ଉପାସନାରେ ଗୀତ ଗାଉଛନ୍ତି

    ପିଲାମାନେ ଓ ସେମାନଙ୍କ ବାପାମାଆ ରେକଡିଙ୍ଗ୍‌ ପାଇଁ କିପରି ପ୍ରସ୍ତୁତି କରନ୍ତି?

  • ପିଲାମାନେ ଗୀତ ଗାଉଛନ୍ତି

    କେଉଁ ରାଜ୍ୟ ଗୀତଟିକୁ ଆପଣ ବହୁତ ପସନ୍ଦ କରନ୍ତି ଏବଂ କାହିଁକି?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ