ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w23 ନଭେମ୍ବର ପୃଷ୍ଠା ୩୨
  • ଅଧ୍ୟୟନ ପାଇଁ ପରାମର୍ଶ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଅଧ୍ୟୟନ ପାଇଁ ପରାମର୍ଶ
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ‘ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଗୀତଗୁଡ଼ିକୁ’ ମୁଖସ୍ଥ କରନ୍ତୁ
  • ଆନନ୍ଦରେ ଗୀତ ଗାଇ ଯିହୋବାଙ୍କର ପ୍ରଶଂସା କରନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
  • ପ୍ରସାରଣର ଗୀତଗୁଡ଼ିକରୁ ଆପଣ କʼଣ ଶିଖିପାରିବେ ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
w23 ନଭେମ୍ବର ପୃଷ୍ଠା ୩୨

ଅଧ୍ୟୟନ ପାଇଁ ପରାମର୍ଶ

‘ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଗୀତଗୁଡ଼ିକୁ’ ମୁଖସ୍ଥ କରନ୍ତୁ

“ବେଳେବେଳେ ମୁଁ ବହୁତ ନିରାଶ ହୋଇଯାଏ । ସେସମୟରେ ଯିହୋବା JW ପ୍ରସାରଣର ଗୀତଗୁଡ଼ିକ ଜରିଆରେ ମୋର ଉତ୍ସାହ ବଢ଼ାନ୍ତି ।”—ଆମେରିକାରେ ରହୁଥିବା ଲୋରେନ୍‌ ।

ଖ୍ରୀଷ୍ଟିୟାନମାନେ ଆଗରୁ ହିଁ ଈଶ୍ୱରଙ୍କ ମହିମା କରିବା ପାଇଁ “ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଗୀତ” ବା ଉପାସନା ଗୀତ ଗାଇ ଆସୁଛନ୍ତି । (କଲ. ୩:୧୬) କେତେ ଭଲ ହେବ ଯଦି ଏହି ଗୀତଗୁଡ଼ିକୁ ମୁଖସ୍ଥ କରିନେବା । କାରଣ ଆଗକୁ ଯାଇ ଯଦି ଆପଣଙ୍କ ପାଖରେ ଗୀତ ବହି ନ ଥିବ କିମ୍ବା ଆପଣଙ୍କ ଫୋନ୍‌ରେ ଗୀତ ନ ଥିବ, ତେବେ ବି ଆପଣ ଏହାକୁ ଗାଇପାରିବେ । ଏହାକୁ ମନେରଖିବା ପାଇଁ ଆପଣ ଚାହିଁଲେ ଆଗକୁ ଦିଆଯାଇଥିବା ଉପାୟ ଆପଣାଇପାରିବେ:

  • ଗୀତର ବୋଲ ଧ୍ୟାନର ସହ ପଢ଼ନ୍ତୁ ଏବଂ ତାʼର ଅର୍ଥ ବୁଝନ୍ତୁ । ଯେତେବେଳେ ଆପଣ କୌଣସି ତଥ୍ୟ ଭଲଭାବେ ବୁଝିଯାʼନ୍ତି ତେବେ ତାକୁ ମନେରଖିବା ସହଜ ହୋଇଯାଏ । ଆପଣଙ୍କୁ ଆମ ଗୀତଗୁଡ଼ିକର ବୋଲ (ପ୍ରସାରଣର ଗୀତଗୁଡ଼ିକ ଏବଂ ପିଲାଙ୍କ ପାଇଁ ଗୀତଗୁଡ଼ିକର ବୋଲ ମଧ୍ୟ) jw.org ୱେବସାଇଟ୍‌ରେ ମିଳିଯିବ । ଏହା ଆପଣଙ୍କୁ ଲାଇବ୍ରେରୀ ଭାଗରେ ସଙ୍ଗୀତ ତଳେ ମିଳିବ ।

  • ଗୀତର ବୋଲକୁ ନିଜେ ଲେଖନ୍ତୁ । ଯେବେ ଆପଣ ଏହାକୁ ନିଜେ ଲେଖିବେ, ତେବେ ଏହା ଆପଣଙ୍କୁ ଆହୁରି ଭଲଭାବେ ମନେ ରହିଯିବ ।—ଦ୍ୱିବି. ୧୭:୧୮.

  • କହି କହି ମନେରଖନ୍ତୁ । ବାରମ୍ବାର ଗୀତଗୁଡ଼ିକୁ ପଢ଼ନ୍ତୁ କିମ୍ବା ସେଗୁଡ଼ିକୁ ଗାʼନ୍ତୁ ।

  • ଜାଣିବା ପାଇଁ ଚେଷ୍ଟା କରନ୍ତୁ ଯେ ଆପଣଙ୍କୁ କେତେ ମନେଅଛି । ବିନା ଦେଖି ଗୀତଗୁଡ଼ିକୁ ଗାʼନ୍ତୁ କିମ୍ବା କହନ୍ତୁ ଏବଂ ଦେଖନ୍ତୁ ଯେ ଆପଣଙ୍କୁ କେତେ ମନେଅଛି ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ