ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb19 ଏପ୍ରିଲ୍‌ ପୃଷ୍ଠା ୭
  • ଯିହୋବା—“ସମସ୍ତ ସାନ୍ତ୍ୱନାଦାତା ଈଶ୍ୱର”

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯିହୋବା—“ସମସ୍ତ ସାନ୍ତ୍ୱନାଦାତା ଈଶ୍ୱର”
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
mwb19 ଏପ୍ରିଲ୍‌ ପୃଷ୍ଠା ୭
ଚିକିସାଳୟରେ ଦୁଃଖରେ ଭାଙ୍ଗି ପବା ଲୋକେ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ୨ କରିନ୍ଥୀୟ ୧-୩

ଯିହୋବା—“ସମସ୍ତ ସାନ୍ତ୍ୱନାଦାତା ଈଶ୍ୱର”

୧:୩, ୪

ଯିହୋବା ଅନେକ ଉପାୟରେ ଦୁଃଖୀ ଲୋକମାନଙ୍କୁ ସାନ୍ତ୍ୱନା ଦିଅନ୍ତି। ଗୋଟିଏ ଉପାୟ ହେଉଛି— ମଣ୍ଡଳୀର ଭାଇଭଉଣୀମାନଙ୍କ ଜରିଆରେ। ଯେଉଁମାନେ ନିଜର କୌଣସି ଆତ୍ମୀୟଙ୍କୁ ହରାଇଛନ୍ତି, ସେମାନଙ୍କୁ ଆମେ କିପରି ସାନ୍ତ୍ୱନା ଦେଇପାରିବା ?

  • ସେମାନେ କହିବା ବେଳେ ମଝିରେ ବାଧା ନ ଦେଇ ସେମାନଙ୍କ କଥା ଶୁଣନ୍ତୁ

  • ‘ଯେଉଁମାନେ ରୋଦନ କରନ୍ତି, ସେମାନଙ୍କ ସହିତ ରୋଦନ କରନ୍ତୁ।’ —ରୋମୀ ୧୨:୧୫

  • କାର୍ଡ଼, ଇମେଲ୍‌ କିମ୍ବା ମେସେଜ୍‌ରେ ସାହସ ବାନ୍ଧୁଥିବା କଥା ଲେଖି ସେମାନଙ୍କୁ ପଠାନ୍ତୁ।—ପ୍ର୧୭.୦୭-ହି ୧୫, ବକ୍ସ

  • ନିଜ ପ୍ରାର୍ଥନାରେ ସେମାନଙ୍କୁ ମନେ ପକାନ୍ତୁ ଏବଂ ସେମାନଙ୍କ ସହ ମିଶି ମଧ୍ୟ ପ୍ରାର୍ଥନା କରନ୍ତୁ

ତଳେ ଦିଆଯାଇଥିବା ପଦଗୁଡ଼ିକରୁ ଅନେକ ଲୋକଙ୍କୁ ବହୁତ ସାନ୍ତ୍ୱନା ମିଳିଛି:

  • “ସଦାପ୍ରଭୁ ଭଗ୍ନାନ୍ତଃକରଣମାନଙ୍କର ନିକଟବର୍ତ୍ତୀ ଅଟନ୍ତି ଓ ସେ ଚୂର୍ଣ୍ଣମନାମାନଙ୍କୁ ତ୍ରାଣ କରନ୍ତି।”—ଗୀତ ୩୪:୧୮, ୧୯

  • “ମୋʼ ଆନ୍ତରିକ ଭାବନାର ବାହୁଲ୍ୟ ସମୟରେ ତୁମ୍ଭର [ଯିହୋବାଙ୍କର] ସାନ୍ତ୍ୱନାସବୁ ମୋʼ ପ୍ରାଣକୁ ଆହ୍ଲାଦିତ କରେ।”—ଗୀତ ୯୪:୧୯

  • “ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟ ନିଜେ, ଆଉ ଆମ୍ଭମାନଙ୍କ ଯେଉଁ ପିତା ଈଶ୍ୱର ଆମ୍ଭମାନଙ୍କୁ ପ୍ରେମ କରି ଅନୁଗ୍ରହରେ ଆମ୍ଭମାନଙ୍କୁ ଅନନ୍ତ ସାନ୍ତ୍ୱନା ଓ ଉତ୍ତମ ଭରସା ଦେଇଅଛନ୍ତି, ସେ ନିଜେ ତୁମ୍ଭମାନଙ୍କ ହୃଦୟକୁ ସାନ୍ତ୍ୱନା ଦେଇ . . . ସୁସ୍ଥିର କରନ୍ତୁ।”—୨ଥେସ ୨:୧୬, ୧୭

ଜଣେ ବ୍ୟକ୍ତି ଏକ କାରେ ସାନ୍ତନାଜନକ ପଦ ଲେଖୁଛନ୍ତି
    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ