ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb19 ଏପ୍ରିଲ୍‌ ପୃଷ୍ଠା ୭
  • ୨୯ ଏପ୍ରିଲ୍‌–୫ ମେ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୨୯ ଏପ୍ରିଲ୍‌–୫ ମେ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
mwb19 ଏପ୍ରିଲ୍‌ ପୃଷ୍ଠା ୭

୨୯ ଏପ୍ରିଲ୍‌–୫ ମେ

୨ କରିନ୍ଥୀୟ ୧-୩

  • ଗୀତ ୪୪ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍‌)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ଯିହୋବା—‘ସମସ୍ତ ସାନ୍ତ୍ୱନାଦାତା ଈଶ୍ୱର’”: (୧୦ ମି.)

    • [୨ କରିନ୍ଥୀୟ ବହିର ପରିଚୟ ନାମକ ଭିଡିଓ ଦେଖାନ୍ତୁ।]

    • ୨କରି ୧:୩—ଯିହୋବା “ଦୟାମୟ ପିତା” ଅଟନ୍ତି (ପ୍ର୧୭.୦୭-ହି ୧୩ ¶୪)

    • ୨କରି ୧:୪—ଆମକୁ ଯେଉଁ ସାନ୍ତ୍ୱନା ଯିହୋବାଙ୍କଠାରୁ ମିଳେ, ସେହି ସାନ୍ତ୍ୱନା ଆମେ ଲୋକଙ୍କୁ ଦେଉ (ପ୍ର୧୭.୦୭-ହି ୧୫ ¶୧୪)

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)

    • ୨କରି ୧:୨୨—ପ୍ରତ୍ୟେକ ଅଭିଷିକ୍ତ ଖ୍ରୀଷ୍ଟିୟାନଙ୍କୁ କʼଣ “ବଇନା” ମିଳେ ଏବଂ ସେମାନଙ୍କ ଉପରେ କʼଣ “ମୁଦ୍ରାଙ୍କିତ” କରାଯାଏ ? (ପ୍ର୧୬.୦୪-ହି ୩୨)

    • ୨କରି ୨:୧୪-୧୬—ପାଉଲ ହୁଏତ କେଉଁ କଥାକୁ ଧ୍ୟାନରେ ରଖି “ବିଜୟଯାତ୍ରା” ବିଷୟରେ କହିଲେ ? (ପ୍ର୧୧-ହି ୪/୧୫ ୨୮)

    • ଏ ସଯ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ ?

    • ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ୨କରି ୩:୧-୧୮ (ଶିଖାଇବା ଅଧ୍ୟୟନ ୧୦)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ଦ୍ୱିତୀୟ ପୁନଃସାକ୍ଷାତର ଭିଡିଓ: (୫ ମି.) ଭିଡିଓ ଦେଖାନ୍ତୁ ଏବଂ ତାʼ ଉପରେ ଆଲୋଚନା କରନ୍ତୁ।

  • ଦ୍ୱିତୀୟ ପୁନଃସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍‌) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ। (ଶିଖାଇବା ଅଧ୍ୟୟନ ୬)

  • ବାଇବଲ ଅଧ୍ୟୟନ: (୫ ମି. କିମ୍ବା ତାʼଠାରୁ କମ୍‌) ଆମକୁ ଶିଖାଏ ୫୨-୫୩ ¶୩-୪ (ଶିଖାଇବା ଅଧ୍ୟୟନ ୮)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୮୬

  • “ଯିହୋବାଙ୍କଠାରୁ ଶିକ୍ଷା ପାଆନ୍ତୁ”: (୧୫ ମି.) ଆଲୋଚନା। ଅସରନ୍ତି ଖୁସି ଦେଉଥିବା ଶିକ୍ଷା (ହିନ୍ଦୀ) ନାମକ ଭିଡିଓ ଦେଖାନ୍ତୁ ।

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଆମକୁ ଶିଖାଏ ଅଧ୍ୟା ୪ ¶୧-୯, ଅଧିକ ବିବରଣୀ–୧୨, ୧୩

  • ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସପ୍ତାହର ଏକ ଝଲକ (୩ ମି.)

  • ଗୀତ ୧୩ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ