ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb19 ମେ ପୃଷ୍ଠା ୩
  • ଆମ ରିଲିଫ ସେବା

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଆମ ରିଲିଫ ସେବା
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
  • ପ୍ରାୟ ସମାନ ଲେଖା
  • କʼଣ ଆପଣ ମାର୍ଚ୍ଚ କିମ୍ବା ଏପ୍ରିଲ୍‌ରେ ସହଯୋଗୀ ଅଗ୍ରଦୂତ ସେବା କରିବେ ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
mwb19 ମେ ପୃଷ୍ଠା ୩

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ୨ କରିନ୍ଥୀୟ ୭-୧୦

ଆମ ରିଲିଫ ସେବା

୮:୧-୪; ୯:୭

ଖ୍ରୀଷ୍ଟିୟାନମାନଙ୍କ ସେବାର ଦୁଇଟି ଦିଗ ଅଛି। ଗୋଟିଏ ହେଉଛି, ‘ସମ୍ମିଳନର ସେବା’ ଅର୍ଥାତ୍‌ ପ୍ରଚାର କରିବା ଓ ଶିଖାଇବା। ଅନ୍ୟଟି ହେଉଛି, ସମସ୍ୟା ସମୟରେ ଭାଇଭଉଣୀମାନଙ୍କ “ସେବା” କରିବା, ଯେଉଁଥିରେ ରିଲିଫ ସେବା ମଧ୍ୟ ସାମିଲ୍‌। (୨କରି ୫:୧୮-୨୦; ୮:୪) ଅଭାବରେ ଥିବା ଭାଇଭଉଣୀମାନଙ୍କୁ ଆମେ ସାହାଯ୍ୟ କରିବା ଅତି ଜରୁରୀ, କାରଣ ଏହା ମଧ୍ୟ ପବିତ୍ର ସେବା ଅଟେ। ରିଲିଫ ସେବା ଯୋଗୁଁ

  • ଭାଇଭଉଣୀମାନଙ୍କ ଅଭାବ ପୂରଣ ହୋଇପାରିଥାଏ ।—୨କରି ୯:୧୨କ

  • ସେମାନେ ଉପାସନା ସହ ଜଡ଼ିତ କାମଗୁଡ଼ିକୁ ପୁଣି ଆରମ୍ଭ କରିପାରନ୍ତି, ଯେପରି ପ୍ରଚାର ଓ ଅନ୍ୟାନ୍ୟ କାମ। ଆଉ, ଏପରି କରିବା ସମୟରେ ସେମାନେ ଯିହୋବାଙ୍କୁ ଧନ୍ୟବାଦ ଦେଇଥାʼନ୍ତି।—୨କରି ୯:୧୨ଖ

  • ଯିହୋବାଙ୍କ ମହିମା ହୋଇଥାଏ । (୨କରି ୯:୧୩) ଏହି ସେବାରୁ ସମସ୍ତଙ୍କୁ ବଢ଼ିଆ ସାକ୍ଷ୍ୟ ମିଳେ । ଏଥିରୁ ଏପରି ଲୋକମାନଙ୍କୁ ମଧ୍ୟ ସାକ୍ଷ୍ୟ ମିଳେ, ଯେଉଁମାନେ ଯିହୋବାଙ୍କ ସାକ୍ଷୀମାନଙ୍କ ବିଷୟରେ ଭୁଲ୍‌ ଧାରଣା ରଖିଥାʼନ୍ତି

ବାଇବଲ ସମୟର ଏକ ପରିବାର ଆକ ଦାନ କରୁଛି; ବିପତ୍ତି ରିଲିଫ ସମିତିର ଭାଇମାନେ ଏକ ଭଉଣୀଙ୍କ ଘରକୁ ମରାମତି କରୁବା ବେଳେ ଭଉଣୀ ଜଣକ ଦେଖୁଛନ୍ତି

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ