ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb19 ଜୁଲାଇ ପୃଷ୍ଠା ୨
  • ପୁରାତନ ସ୍ୱଭାବ ପରିତ୍ୟାଗ କରି ନୂତନ ସ୍ୱଭାବ ପରିଧାନ କର

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ପୁରାତନ ସ୍ୱଭାବ ପରିତ୍ୟାଗ କରି ନୂତନ ସ୍ୱଭାବ ପରିଧାନ କର
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
  • ପ୍ରାୟ ସମାନ ଲେଖା
  • ଆପଣ ‘ପୁରୁଣା ସ୍ୱଭାବକୁ’ ଖୋଲି ଫିଙ୍ଗିପାରିବେ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୨
  • ବାପ୍ତିସ୍ମ ପରେ ମଧ୍ୟ ‘ନୂଆ ସ୍ୱଭାବ’ ପିନ୍ଧି ରଖନ୍ତୁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୨
  • ‘ନୂତନ ସ୍ୱଭାବକୁ ପରିଧାନ କର’
    ଆମ ରାଜ୍ୟ ସେବା—୧୯୯୯
  • ମନର ନୂତନୀକରଣ କରନ୍ତୁ !
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
mwb19 ଜୁଲାଇ ପୃଷ୍ଠା ୨

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | କଲସୀୟ ୧-୪

ପୁରାତନ ସ୍ୱଭାବ ପରିତ୍ୟାଗ କରି ନୂତନ ସ୍ୱଭାବ ପରିଧାନ କର

୩:୫-୧୪

ଜଣେ ଭଉଣୀ ଯିହୋବାଙ୍କ ନିକଟବର୍ତ୍ତୀ ବହି ଓ ନିଜ ବାଇବଲ ପବା ପରେ ଚିନ୍ତନ କରୁଛନ୍ତି

ଯେତେବେଳେ ଆପଣ ସତ୍ୟକୁ ଆପଣାଇଥିଲେ, କʼଣ ଆପଣ ନିଜ ସ୍ୱଭାବରେ ବଡ଼ ବଡ଼ ପରିବର୍ତ୍ତନ ଆଣିଥିଲେ ? ଆପଣ ନିଶ୍ଚିତ ହୁଅନ୍ତୁ ଯେ ସେସବୁ ପରିବର୍ତ୍ତନ ଦେଖି ଯିହୋବା ବହୁତ ଖୁସି ହୋଇଥିବେ। (ଯିହି ୩୩:୧୧) କିନ୍ତୁ ଯଦି ଆମେ ନୂତନ ସ୍ୱଭାବ ପିନ୍ଧିଥିବାକୁ ଚାହୁଁ ଏବଂ ପୁରାତନ ସ୍ୱଭାବର କାମଗୁଡ଼ିକଠାରୁ ଦୂରେଇ ରହିବାକୁ ଚାହୁଁ, ତେବେ ଆମକୁ ଲଗାତାର ପରିଶ୍ରମ କରିବାକୁ ହେବ। ତଳେ ଦିଆଯାଇଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ ଏବଂ ଜାଣନ୍ତୁ ଯେ ଆପଣ କେଉଁ କେଉଁ କ୍ଷେତ୍ରରେ ଉନ୍ନତି କରିପାରିବେ:

  • ଯଦି ପୂର୍ବେ କେହି ମୋ ବିରୁଦ୍ଧରେ କିଛି କହିଥିଲା, କିମ୍ବା ମୋ ପ୍ରତି ଅନ୍ୟାୟ କରିଥିଲା, ତେବେ କʼଣ ମୁଁ ଏପର୍ଯ୍ୟନ୍ତ ତାʼ ଉପରେ ରାଗ ରଖିଛି ?

  • କʼଣ ମୁଁ ଏପରି ସମୟରେ ମଧ୍ୟ ଧୈର୍ଯ୍ୟ ଧରେ, ଯେତେବେଳେ ମୁଁ ତରବରରେ ଥାଏ, କିମ୍ବା ଥକି ଯାଇଥାଏ ?

  • ଯଦି ମୋ ମନରେ କୌଣସି ଅନୈତିକ ଚିନ୍ତା ପଶେ, ତେବେ କʼଣ ମୁଁ ତାକୁ ତୁରନ୍ତ ନିଜ ମନରୁ କାଢ଼େ ?

  • କʼଣ ମୁଁ କୌଣସି ଜାତି କିମ୍ବା ଦେଶର ଲୋକଙ୍କ ବିଷୟରେ ଭୁଲ୍‌ ଚିନ୍ତାଧାରା ରଖେ ?

  • କʼଣ ମୁଁ ନିକଟ ଅତୀତରେ କାହାରି ସହ ରୁକ୍ଷ ବ୍ୟବହାର କରିଥିଲି କିମ୍ବା ଅତି ରାଗି ଯାଇଥିଲି ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ