ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb19 ଜୁଲାଇ ପୃଷ୍ଠା ୮
  • ଆପଣ ସେମାନଙ୍କଠାରୁ କʼଣ ଶିଖିପାରିବେ ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଆପଣ ସେମାନଙ୍କଠାରୁ କʼଣ ଶିଖିପାରିବେ ?
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
  • ପ୍ରାୟ ସମାନ ଲେଖା
  • ଅନ୍ୟମାନଙ୍କର ଆଦର କରନ୍ତୁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
  • ଆଦର ସମ୍ମାନ ଆଗ ଭଳି କାହିଁକି ନାହିଁ ?
    ସଜାଗ ହୁଅ !—୨୦୨୪
  • ଯୁବା ଭାଇମାନେ ପ୍ରୌଢ଼ ଖ୍ରୀଷ୍ଟିୟାନ ହୁଅନ୍ତୁ !
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
  • ଭାଇମାନେ, କʼଣ ଆପଣ ସହାୟକ ସେବକ ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି ?
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
mwb19 ଜୁଲାଇ ପୃଷ୍ଠା ୮
ଏଲୀୟ ନିଜ ବସ୍ତ୍ର ସାହାଯ୍ୟରେ ଯର୍ଦ୍ଦନ ନଦୀକୁ ଦୁଇ ଭାଗ କରିବା ବେଳେ ଇଲୀଶାୟ ଦେଖୁଛନ୍ତି

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଆପଣ ସେମାନଙ୍କଠାରୁ କʼଣ ଶିଖିପାରିବେ ?

କʼଣ ଆପଣଙ୍କୁ ନିକଟ ଅତୀତରେ ସହାୟକ ସେବକ କିମ୍ବା ପ୍ରାଚୀନ ଭାବେ ନିଯୁକ୍ତ କରାଯାଇଛି ? ହୁଏତ ଆପଣଙ୍କଠାରେ ଏପରି କିଛି ଦକ୍ଷତା କିମ୍ବା ସାମର୍ଥ୍ୟ ରହିଛି, ଯାହା ଆପଣଙ୍କ ମଣ୍ଡଳୀର ଅନ୍ୟ ପ୍ରାଚୀନ କିମ୍ବା ସହାୟକ ସେବକଙ୍କଠାରେ ନ ଥାଇପାରେ। କିମ୍ବା ଆପଣ ଏପରି କୌଣସି ଶିକ୍ଷା ପାଇଛନ୍ତି, ଯାହା ସେମାନେ ପାଇ ନାହାନ୍ତି। ତଥାପି ଏହି ଭାଇମାନଙ୍କଠାରୁ ଆପଣ ଅନେକ କିଛି ଶିଖିପାରିବେ। ଆପଣ ଏପରି ବିଶ୍ୱସ୍ତ ଭାଇମାନଙ୍କଠାରୁ ମଧ୍ୟ ଶିଖିପାରିବେ, ଯେଉଁମାନେ ବୃଦ୍ଧାବସ୍ଥା, ଖରାପ ସ୍ୱାସ୍ଥ୍ୟ କିମ୍ବା ପରିବାରର ଦାୟିତ୍ୱ ଯୋଗୁଁ ଏବେ ପ୍ରାଚୀନ କିମ୍ବା ସହାୟକ ସେବକ ନାହାନ୍ତି।

ଅନୁଭବୀ ଭାଇମାନଙ୍କର ଆଦର କରନ୍ତୁ (ହିନ୍ଦୀ) ଭିଡିଓ ଦେଖନ୍ତୁ। ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  1. ଭାଇ ରିଚାର୍ଡସ ବେନ୍‌ଙ୍କୁ ଏକ ପଦ ପ ଶୁଣାଉଛନ୍ତି

    ୧. ଭାଇ ରିଚାର୍ଡସ କିପରି ଭାଇ ବେଲୋଙ୍କର ଆଦର କଲେ ?

  2. ବେନ୍‌ ଚାର ଅଞ୍ଚଳର ମାନଚିତଗୁକୁ ଅପଡେ କରୁଛନ୍ତି

    ୨. ବେନ୍‌ କʼଣ ଭୁଲ କଲେ ଓ କାହିଁକି ?

  3. ଜଳଆ ସମୟରେ ଭାଇ ବେଲୋ ବେନ୍‌ଙ୍କ ସହ କଥା ହେଉଛନ୍ତି

    ୩. ବେନ୍‌ ଇଲୀଶାୟଙ୍କ ଉଦାହରଣରୁ କʼଣ ଶିଖିଲେ ?

  4. ୪. ଆପଣ ଜଣେ ଭାଇ ହୋଇଥାʼନ୍ତୁ କିମ୍ବା ଭଉଣୀ, ଆପଣ କିପରି ଅନୁଭବୀ ଖ୍ରୀଷ୍ଟିୟାନମାନଙ୍କର ଆଦର କରିପାରିବେ ଏବଂ ସେମାନଙ୍କଠାରୁ ଶିଖିପାରିବେ ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ