ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb19 ଅଗଷ୍ଟ ପୃଷ୍ଠା ୪
  • ‘ପ୍ରାଚୀନମାନଙ୍କୁ ନିଯୁକ୍ତ କର’

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ‘ପ୍ରାଚୀନମାନଙ୍କୁ ନିଯୁକ୍ତ କର’
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
  • ପ୍ରାୟ ସମାନ ଲେଖା
  • ଯିହୋବା କିପରି ଯୀଶୁଙ୍କ ଜରିଆରେ ମଣ୍ଡଳୀକୁ ମାର୍ଗଦର୍ଶନ ଦିଅନ୍ତି ?
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
  • ‘ମନୁଷ୍ୟମାନଙ୍କ ରୂପରେ ମିଳିଥିବା ଉପହାର’ ପାଇଁ କୃତଜ୍ଞତା ଦେଖାନ୍ତୁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
  • ପ୍ରାଚୀନମାନେ କିପରି ମଣ୍ଡଳୀର ସେବା କରନ୍ତି ?
    ଆଜି କେଉଁମାନେ ଯିହୋବାଙ୍କ ଇଚ୍ଛା ପୂରଣ କରୁଛନ୍ତି ?
  • ସର୍କିଟ ଅଧ୍ୟକ୍ଷମାନେ କିପରି ଆମକୁ ସାହାଯ୍ୟ କରନ୍ତି ?
    ଆଜି କେଉଁମାନେ ଯିହୋବାଙ୍କ ଇଚ୍ଛା ପୂରଣ କରୁଛନ୍ତି ?
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
mwb19 ଅଗଷ୍ଟ ପୃଷ୍ଠା ୪

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ତୀତସ ୧–ଫିଲୀମୋନ

‘ପ୍ରାଚୀନମାନଙ୍କୁ ନିଯୁକ୍ତ କର’

ତୀତ ୧:୫-୯

ତୀତସ ଏକ ରକ ଷ୍ଟିୟାନ ମଣ୍ଡଳୀର କିଛି ଭାଇମାନଙ୍କ ସହ ସାକ୍ଷାତ କରୁଛନ୍ତି

ତୀତସଙ୍କୁ “ପ୍ରତ୍ୟେକ ନଗରରେ ପ୍ରାଚୀନମାନଙ୍କୁ ନିଯୁକ୍ତ କରିବାକୁ” ଆଦେଶ ଦିଆଯାଇଥିଲା। ଆଜି ମଧ୍ୟ ସର୍କିଟ ଅଧ୍ୟକ୍ଷମାନେ ମଣ୍ଡଳୀରେ ପ୍ରାଚୀନମାନଙ୍କୁ ନିଯୁକ୍ତ କରିବା ସମୟରେ ବାଇବଲର ଏହି ନମୁନାକୁ ଅନୁକରଣ କରିଥାʼନ୍ତି।

ପ୍ରଶାସନ ଦଳ

ଆଜି ପ୍ରଶାସନ ଦଳ ମଧ୍ୟ ପ୍ରଥମ ଶତାବ୍ଦୀର ଏହି ନମୁନାକୁ ଅନୁକରଣ କରେ। ଏହା ପ୍ରାଚୀନ ଓ ସହାୟକ ସେବକମାନଙ୍କୁ ନିଯୁକ୍ତ କରିବାର ଗୁରୁ ଦାୟିତ୍ୱ ସର୍କିଟ ଅଧ୍ୟକ୍ଷମାନଙ୍କୁ ଦେଇଥାଏ।

ତଳ ମୁହଁ ତୀର ଚି

ସର୍କିଟ ଅଧ୍ୟକ୍ଷ

ପ୍ରତ୍ୟେକ ସର୍କିଟ ଅଧ୍ୟକ୍ଷଙ୍କୁ ପ୍ରାଚୀନମାନଙ୍କ ଦ୍ୱାରା କରାଯାଇଥିବା ସୁପାରିଶ ଉପରେ ଧ୍ୟାନର ସହ ବିଚାର କରିବାକୁ ହେବ। ଏହା ପାଇଁ ସେମାନେ ଯିହୋବାଙ୍କୁ ପ୍ରାର୍ଥନାରେ ସାହାଯ୍ୟ ମାଗିବା ଉଚିତ୍‌ ଏବଂ ତାʼପରେ ଯୋଗ୍ୟ ଭାଇମାନଙ୍କୁ ନିଯୁକ୍ତ କରିବା ଉଚିତ୍‌।

ତଳ ମୁହଁ ତୀର ଚି

ନିଯୁକ୍ତ ପ୍ରାଚୀନ

ପ୍ରାଚୀନ ଭାବେ ନିଯୁକ୍ତ କରାଯିବା ପରେ ମଧ୍ୟ ଜଣେ ଭାଇ ପ୍ରାଚୀନମାନଙ୍କ ପାଇଁ ବାଇବଲରେ ଥିବା ଯୋଗ୍ୟତାଗୁଡ଼ିକ ଅନୁଯାୟୀ ନିଜ ସେବା ଜାରି ରଖିବା ଉଚିତ୍‌।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ