ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଏବ୍ରୀ ୧-୩
ଧାର୍ମିକତାକୁ ପ୍ରେମ କର ଓ ଅଧାର୍ମିକତାକୁ ଘୃଣା କର
୧:୯
ଯୀଶୁ ଖ୍ରୀଷ୍ଟ ଧାର୍ମିକତାକୁ ପ୍ରେମ କରନ୍ତି ଏବଂ ଏପରି ପ୍ରତ୍ୟେକ ବିଷୟକୁ ଘୃଣା କରନ୍ତି, ଯାହାଦ୍ୱାରା ତାହାଙ୍କ ପିତାଙ୍କ ଅପମାନ ହୁଏ।
ଆମେ କିପରି ଯୀଶୁଙ୍କ ପରି ଧାର୍ମିକତାକୁ ପ୍ରେମ କରିପାରିବା . . .
ଯଦି ଅନୈତିକ କାମ କରିବା ପାଇଁ ଆମକୁ ପ୍ରଲୋଭିତ କରାଯାଏ ?
ଯଦି ପରିବାରର କୌଣସି ସଦସ୍ୟକୁ ବହିଷ୍କୃତ କରାଯାଏ ?