ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ପ୍ରକାଶିତ ବାକ୍ୟ ୧୭-୧୯
ଈଶ୍ୱରଙ୍କ ଯୁଦ୍ଧ ସମସ୍ତ ଯୁଦ୍ଧକୁ ସମାପ୍ତ କରେ
୧୯:୧୧, ୧୪-୧୬, ୧୯-୨୧
“ପ୍ରେମ ଓ ଶାନ୍ତିର ଈଶ୍ୱର” ଯିହୋବା କାହିଁକି “ଶାନ୍ତିରାଜା” ଅର୍ଥାତ୍ ତାହାଙ୍କ ପୁତ୍ରଙ୍କୁ ଯୁଦ୍ଧ କରିବାର ଦାୟିତ୍ୱ ଦେଇଛନ୍ତି ?—୨କରି ୧୩:୧୧; ଯିଶା ୯:୬.
ଯିହୋବା ଓ ଯୀଶୁ ଧାର୍ମିକତାକୁ ପ୍ରେମ କରନ୍ତି ଏବଂ ଦୁଷ୍ଟତାକୁ ଘୃଣା କରନ୍ତି
ନ୍ୟାୟ ପାଇଁ ଏବଂ ଚିରକାଳ ଶାନ୍ତି ବଜାୟ ରଖିବା ପାଇଁ ଦୁଷ୍ଟମାନଙ୍କର ବିନାଶ ହେବା ଜରୁରୀ
ଈଶ୍ୱରଙ୍କ ସ୍ୱର୍ଗୀୟ ସୈନ୍ୟବାହିନୀ ଶୁଭ୍ର ଓ ପରିଷ୍କୃତ ସୂକ୍ଷ୍ମ ବସ୍ତ୍ର ପରିଧାନ କରି ଶ୍ୱେତବର୍ଣ୍ଣର ଅଶ୍ୱମାନଙ୍କ ଉପରେ ବସି ଆସୁଛନ୍ତି । ସେମାନେ ‘ନ୍ୟାଯ୍ୟ ରୂପେ [ନ୍ୟାୟରେ] ଯୁଦ୍ଧ କରନ୍ତି ।’
ଈଶ୍ୱରଙ୍କ ଏହି ଯୁଦ୍ଧରେ ଆମେ କିପରି ନିଜ ଜୀବନ ରକ୍ଷା କରିପାରିବା ?—ସିଫ ୨:୩