ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଏବ୍ରୀ ୭-୮
“ମଲ୍କୀଷେଦକଙ୍କ ସଦୃଶ ଅନନ୍ତକାଳୀନ ଯାଜକ”
୭:୧-୩, ୧୭
ମଲ୍କୀଷେଦକ କିପରି ଯୀଶୁଙ୍କୁ ସୂଚାନ୍ତି ?
୭:୧—ରାଜା ଓ ଯାଜକ ଥିଲେ
୭:୩, ୨୨-୨୫—ତାଙ୍କ ପୂର୍ବପୁରୁଷ କିମ୍ବା ତାଙ୍କ ଉତ୍ତରାଧିକାରୀ ଯାଜକ ଥିଲେ ବୋଲି କିଛି ପ୍ରମାଣ ନାହିଁ
୭:୫, ୬, ୧୪-୧୭—ବଂଶଗତ ଯାଜକ ନ ଥିଲେ ବରଂ ଯିହୋବା ନିଯୁକ୍ତ କରିଥିଲେ
ଖ୍ରୀଷ୍ଟଙ୍କର ଯାଜକପଦ ହାରୁଣଙ୍କ ଯାଜକପଦଠାରୁ କିପରି ଶ୍ରେଷ୍ଠ ଥିଲା ? (ଇନସାଇଟ୍-୧ ୧୧୧୩ ¶୪-୫)