ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଏବ୍ରୀ ୯-୧୦
“ଆଗାମୀ ଉତ୍ତମ ଉତ୍ତମ ବିଷୟର ଛାୟା ସ୍ୱରୂପ”
୯:୧୨-୧୪, ୨୪-୨୬; ୧୦:୧-୪
ପବିତ୍ର ତମ୍ବୁର ବ୍ୟବସ୍ଥା ଏହା ବୁଝିବାରେ ଆମକୁ ସାହାଯ୍ୟ କରେ ଯେ ଈଶ୍ୱର ମୁକ୍ତିର ମୂଲ୍ୟ ମାଧ୍ୟମରେ ଆମ ପାପଗୁଡ଼ିକର ପ୍ରାୟଶ୍ଚିତ୍ତ କରିବା ପାଇଁ କିପରି ବ୍ୟବସ୍ଥା କରିଛନ୍ତି। ତଳେ ପବିତ୍ର ତମ୍ବୁ ବିଷୟରେ ଚାରୋଟି କଥା ଦିଆଯାଇଛି। କୁହନ୍ତୁ ଯେ କେଉଁ କଥା କʼଣ କିମ୍ବା କାହାକୁ ଦର୍ଶାଏ।
|
|