ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଯାକୁବ ୧-୨
ପାପ ଓ ମୃତ୍ୟୁ ଆଡ଼କୁ ନେଇଯାଉଥିବା ରାସ୍ତା
୧:୧୪, ୧୫
ଯେତେବେଳେ ଆପଣଙ୍କ ମନରେ ଖରାପ ଚିନ୍ତା ଆସେ, ଏହା କରନ୍ତୁ:
ଅନ୍ୟ କୌଣସି ବିଷୟ ଉପରେ ନିଜ ଧ୍ୟାନ କେନ୍ଦ୍ରିତ କରିବା ପାଇଁ ଚେଷ୍ଟା କରନ୍ତୁ।—ଫିଲି ୪:୮
ପ୍ରଲୋଭନରେ ପଡ଼ିଲେ କʼଣ ଭୟଙ୍କର ପରିଣାମ ହେବ, ତାʼ ବିଷୟରେ ଚିନ୍ତା କରନ୍ତୁ।—ଦ୍ୱିବି ୩୨:୨୯
ପ୍ରାର୍ଥନା କରନ୍ତୁ।—ମାଥି ୨୬:୪୧
ଯଦି ଆପଣଙ୍କ ମନରେ ଖରାପ ଚିନ୍ତାଗୁଡ଼ିକ ଆସେ, ସେବିଷୟରେ ଚିନ୍ତା କରିବା ପରିବର୍ତ୍ତେ ଆପଣ କେଉଁ ଭଲ କଥାଗୁଡ଼ିକ ଉପରେ ଚିନ୍ତା କରିପାରିବେ ?