ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb22 ମେ ପୃଷ୍ଠା ୧୦
  • ଖରାପ ଇଚ୍ଛାଗୁଡ଼ିକୁ କାବୁ କରନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଖରାପ ଇଚ୍ଛାଗୁଡ଼ିକୁ କାବୁ କରନ୍ତୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ପ୍ରାୟ ସମାନ ଲେଖା
  • ପାପ ଓ ମୃତ୍ୟୁ ଆଡ଼କୁ ନେଇଯାଉଥିବା ରାସ୍ତା
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
  • ମନର ନୂତନୀକରଣ କରନ୍ତୁ !
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
  • ଦାଉଦ ଅନ୍ୟମାନଙ୍କୁ ଦୟା ଦେଖାଇଲେ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ଯିହୋବା ମଙ୍ଗଳମୟ ଈଶ୍ୱର ଅଟନ୍ତି
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
mwb22 ମେ ପୃଷ୍ଠା ୧୦
ଦାଉଦ ନିଜ ଛାତରୁ ବଶେବାଙ୍କୁ ଗାଧୋଉଥିବାର ଦେଖୁଛନ୍ତି ।

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଖରାପ ଇଚ୍ଛାଗୁଡ଼ିକୁ କାବୁ କରନ୍ତୁ

ଦାଉଦ ନିଜ ମନରେ ଖରାପ ଇଚ୍ଛାଗୁଡ଼ିକୁ ବଢ଼ିବାକୁ ଦେଲେ (୨ଶାମୁ ୧୧:୨-୪; ପ୍ର୨୧.୦୬-ହି ପୃ ୧୭ ¶୧୦)

ଦାଉଦ ନିଜ ପାପକୁ ଲୁଚାଇବା ପାଇଁ ନିଜ ଅଧିକାରର ଭୁଲ ବ୍ୟବହାର କଲେ (୨ଶାମୁ ୧୧:୫, ୧୪, ୧୫; ପ୍ର୧୯.୦୯-ହି ପୃ ୧୭ ¶୧୫)

ଦାଉଦ ପାପ କରିବା ଯୋଗୁଁ ତାଙ୍କୁ ଖରାପ ପରିଣାମ ଭୋଗିବାକୁ ପଡ଼ିଲା (୨ଶାମୁ ୧୨:୯-୧୨; ପ୍ର୧୮.୦୬-ହି ପୃ ୧୭ ¶୭)

ଆମେ ନିଜକୁ କାବୁ କରି ରଖିବା ଉଚିତ୍‌ । ଖରାପ ଜିନିଷ ଦେଖିବା ଉଚିତ୍‌ ନୁହେଁ ଏବଂ ସେ ବିଷୟରେ ଭାବିବା ମଧ୍ୟ ଉଚିତ୍‌ ନୁହେଁ । (ଗାଲା ୫:୧୬, ୨୨, ୨୩) ଯିହୋବା ଆମକୁ ସାହାଯ୍ୟ କରିବେ, ତେଣୁ ଆମେ ମନରେ ଖରାପ ଇଚ୍ଛାଗୁଡ଼ିକୁ ବଢ଼ିବାରୁ ରୋକିପାରିବା ।

ନିଜକୁ ପଚାରନ୍ତୁ, ‘ମୋଠାରେ କେଉଁ ଖରାପ ଇଚ୍ଛାଗୁଡ଼ିକ ଅଛି ଯାହାକୁ ରୋକିବା ପାଇଁ ମୋତେ ଆହୁରି ଅଧିକ ଚେଷ୍ଟା କରିବାକୁ ହେବ ?’

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ