ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb19 ନଭେମ୍ବର ପୃଷ୍ଠା ୮
  • ଯିହୋବା ଜାଣନ୍ତି ଆମକୁ କʼଣ ଆବଶ୍ୟକ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯିହୋବା ଜାଣନ୍ତି ଆମକୁ କʼଣ ଆବଶ୍ୟକ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
  • ପ୍ରାୟ ସମାନ ଲେଖା
  • ଅଧିବେଶନ—ପ୍ରେମର ବନ୍ଧନକୁ ମଜବୁତ୍‌ କରିବାର ସୁଯୋଗ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ବିଶ୍ୱସ୍ତ ଓ ବୁଦ୍ଧିମାନ ଦାସ କିଏ ?
    ଆଜି କେଉଁମାନେ ଯିହୋବାଙ୍କ ଇଚ୍ଛା ପୂରଣ କରୁଛନ୍ତି ?
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
mwb19 ନଭେମ୍ବର ପୃଷ୍ଠା ୮
ଭଉଣୀମାନେ ଆଞ୍ଚଳିକ ଅବେଶନରେ ତାଳି ମାରୁଛନ୍ତି

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଯିହୋବା ଜାଣନ୍ତି ଆମକୁ କʼଣ ଆବଶ୍ୟକ

ବିଶ୍ୱସ୍ତ ଓ ବୁଦ୍ଧିମାନ ଦାସ “ଯଥା ସମୟରେ” ଆମକୁ ଭୋଜନ ଯୋଗାଏ । ଏହା ଦେଖାଏ ଯେ ଏହି ଦାସକୁ ଯିହୋବା ନିର୍ଦ୍ଦେଶ ଦିଅନ୍ତି ଏବଂ ସେ ଆମର ଆଧ୍ୟାତ୍ମିକ ଆବଶ୍ୟକତା ଜାଣନ୍ତି । (ମାଥି ୨୪:୪୫) ଏହାର ଅନେକ ପ୍ରମାଣ ରହିଛି । ଆଞ୍ଚଳିକ ଅଧିବେଶନ ଓ ସପ୍ତାହ ମଝିରେ ହେଉଥିବା ସଭା ଏହାର ଉଦାହରଣ ।

ଶିକ୍ଷା ସମିତି ରିପୋର୍ଟ—୨୦୧୭  (ହିନ୍ଦୀ) ଭିଡିଓ ଦେଖନ୍ତୁ ଏବଂ ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ଅବେଶନକୁ ଆସିବା ଲୋକଙ୍କ ଦାରା ଷ୍ଟାଡିୟମ ଭର୍ତ୍ତି

    ଆମେ ସଠିକ୍‌ ସମୟରେ ଅଧିବେଶନର ଯେଉଁ ଆନନ୍ଦ ନେଉ, ଏହା ପାଇଁ କିଏ ପ୍ରଶଂସା ପାଇବାର ଯୋଗ୍ୟ ଏବଂ କାହିଁକି ?

  • ଅଧିବେଶନ ପାଇଁ ପ୍ରସ୍ତୁତି କେବେଠାରୁ ଆରମ୍ଭ ହୁଏ ?

  • ଅଡିଓ-‏ଭିଡିଓ ବିଭାଗ ଅବେଶନର ଏକ ଭିଡିଓ ତିଆରି କରୁଛି

    ଅଧିବେଶନର ବିଷୟଗୁଡ଼ିକୁ କିପରି ବଛାଯାଏ ?

  • ଅଧିବେଶନର ପ୍ରସ୍ତୁତି କରିବାରେ କʼଣ କʼଣ ସାମିଲ୍‌ ରହିଛି ?

  • ଗିଲିଅଡ୍‌ରେ ଶିଖାଯାଇଥିବା ଅଧ୍ୟୟନ କରିବାର ପଦ୍ଧତି କିପରି ସପ୍ତାହ ମଝିରେ ହେଉଥିବା ସଭାର ତଥ୍ୟ ପ୍ରସ୍ତୁତ କରିବା ପାଇଁ ବ୍ୟବହୃତ ହୁଏ ?

  • ଜଣେ ଭାଇଙ୍କ ହାତରେ ସଭା ପୁସ୍ତିକା

    ସଭା ପୁସ୍ତିକାକୁ ପ୍ରସ୍ତୁତି କରିବା ପାଇଁ ବିଭିନ୍ନ ବିଭାଗ କିପରି ଏକା ସାଙ୍ଗେ କାମ କରନ୍ତି ?

ଯିହୋବାଙ୍କଠାରୁ ମିଳୁଥିବା ଆଧ୍ୟାତ୍ମିକ ଭୋଜନ ବିଷୟରେ ଆପଣଙ୍କୁ  କିପରି ଲାଗେ ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ