ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb19 ନଭେମ୍ବର ପୃଷ୍ଠା ୬
  • ୨୫ ନଭେମ୍ବର–୧ ଡିସେମ୍ବର

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୨୫ ନଭେମ୍ବର–୧ ଡିସେମ୍ବର
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
mwb19 ନଭେମ୍ବର ପୃଷ୍ଠା ୬

୨୫ ନଭେମ୍ବର–୧ ଡିସେମ୍ବର

ପ୍ରକାଶିତ ବାକ୍ୟ ୪-୬

  • ଗୀତ ୨୨ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍‌)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ଚାରି ଅଶ୍ୱାରୋହୀଙ୍କର ଦୌଡ଼”: (୧୦ ମି.)

    • ପ୍ରକା ୬:୨—ଶୁକ୍ଳବର୍ଣ୍ଣ ଅଶ୍ୱର ଆରୋହୀ “ଜୟ କରିବାକୁ ବାହାରିଗଲେ” (ପ୍ରସ୧୭.୩-ହି ୪ ¶୩, ୫)

    • ପ୍ରକା ୬:୪-୬—ତାହାଙ୍କ ପଛେ ପଛେ ଲୋହିତବର୍ଣ୍ଣ ଓ କୃଷ୍ଣବର୍ଣ୍ଣ ଅଶ୍ୱର ଆରୋହୀ ଥିଲେ (ପ୍ରସ୧୭.୩-ହି ୫ ¶୨, ୪-୫)

    • ପ୍ରକା ୬:୮—ସେମାନଙ୍କ ପଛରେ ପାଣ୍ଡୁବର୍ଣ୍ଣ ଅଶ୍ୱର ଆରୋହୀ ଥିଲା ଏବଂ ପାତାଳ ତାହା ପଛେ ପଛେ ଯାଉଥିଲା (ପ୍ରସ୧୭.୩-ହି ୫ ¶୮-୧୦)

  • ବହୂମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)

    • ପ୍ରକା ୪:୪, ୬—ଚବିଶ ପ୍ରାଚୀନ ଓ ଚାରି ପ୍ରାଣୀ କେଉଁମାନଙ୍କୁ ଦର୍ଶାଏ ? (ରେଭେଲେସନ୍‌ ୭୬-୭୭ ¶୮; ୮୦ ¶୧୯)

    • ପ୍ରକା ୫:୫—ଯୀଶୁଙ୍କୁ “ଯିହୁଦା ବଂଶଜାତ ସିଂହ” ବୋଲି କାହିଁକି କୁହାଯାଇଛି ? [ଅନୁଗମନ କର  (ହିନ୍ଦୀ) ୩୬ ¶୫-୬]

    • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ ?

    • ଏହି ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ପ୍ରକା ୪:୧-୧୧ (ଶିଖାଇବା  ଅଧ୍ୟୟନ ୫)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ଦ୍ୱିତୀୟ ପୁନଃସାକ୍ଷାତର ଭିଡିଓ: (୫ ମି.) ଭିଡିଓ ଦେଖାନ୍ତୁ ଏବଂ ତାʼ ଉପରେ ଆଲୋଚନା କରନ୍ତୁ ।

  • ଦ୍ୱିତୀୟ ପୁନଃସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍‌) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ । (ଶିଖାଇବା  ଅଧ୍ୟୟନ ୪)

  • ବାଇବଲ ଅଧ୍ୟୟନ: (୫ ମି. କିମ୍ବା ତାʼଠାରୁ କମ୍‌) ପ୍ରେମରେ ସ୍ଥିର (ହିନ୍ଦୀ) ୫୩ ¶୧୫ (ଶିଖାଇବା  ଅଧ୍ୟୟନ ୨)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୪୬

  • “ଯିହୋବା ହୃଷ୍ଟଚିତ୍ତ ଦାତାକୁ ଭଲ ପାଆନ୍ତି”: (୧୫ ମି.) ଜଣେ ପ୍ରାଚୀନଙ୍କ ଦ୍ୱାରା ଆଲୋଚନା । ପ୍ରଥମେ ଏହି ଭିଡିଓ ଦେଖାନ୍ତୁ: ଇଣ୍ଟରନେଟ୍‌ ମାଧ୍ୟମରେ କିପରି ଦାନ ଦେବା ? ଭାଇଭଉଣୀମାନଙ୍କୁ ଜଣାନ୍ତୁ ଯେ jw.org ୱେବସାଇଟ୍‌ ଓ JW ଲାଇବ୍ରେରୀ  ଆପ୍‌ରେ ଦିଆଯାଇଥିବା ଲିଙ୍କ୍‌, ‘ଦାନ’ ଉପରେ କ୍ଲିକ୍‌ କରି କିମ୍ବା ଆଡ୍ରେସ ବାର୍‌ରେ donate.jw.org ଟାଇପ୍‌ କରି ସେମାନେ ଦାନ ଦେବା ବିଷୟରେ ଜାଣିପାରିବେ । ଗତ ସେବା ବର୍ଷରେ ମିଳିଥିବା ଦାନ ନିମନ୍ତେ ଶାଖା କାର୍ଯ୍ୟାଳୟ ନିଜ କୃତଜ୍ଞତା ଜଣାଇବା ପାଇଁ ଯେଉଁ ଚିଠି ପଠାଇଛି, ତାକୁ ପଢ଼ି ଶୁଣାନ୍ତୁ । ମଣ୍ଡଳୀର ଭାଇଭଉଣୀମାନେ ଉଦାରତାର ସହ ଯେଉଁ ଦାନ ଦିଅନ୍ତି, ତାର ପ୍ରଶଂସା କରନ୍ତୁ ।

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଆମକୁ ଶିଖାଏ  ଅଧ୍ୟା ୧୩ ¶୧୭-୧୯, ପୃ ୧୪୩-୧୪୪

  • ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସପ୍ତାହର ଏକ ଝଲକ (୩ ମି.)

  • ଗୀତ ୨୦ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ