ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb20 ମାର୍ଚ୍ଚ ପୃଷ୍ଠା ୪
  • ଏଷୌ ନିଜ ଜ୍ୟେଷ୍ଠାଧିକାର ବିକ୍ରି କଲା

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଏଷୌ ନିଜ ଜ୍ୟେଷ୍ଠାଧିକାର ବିକ୍ରି କଲା
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
  • ପ୍ରାୟ ସମାନ ଲେଖା
  • ଯାକୁବ ଉତ୍ତରାଧିକାରୀ ହେଲେ
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
  • ଯେଉଁମାନେ ଯିହୋବାଙ୍କୁ ଖୁସି କରିବା ପାଇଁ ଚାହାନ୍ତି, ସେମାନେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତି
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
mwb20 ମାର୍ଚ୍ଚ ପୃଷ୍ଠା ୪
ଜଣେ ଭାଇ ବାଇବଲରୁ ଯାହା ପଲେ ତାʼ ଉପରେ ଚିନ୍ତନ କରୁଛନ୍ତି । ସେ କଳ୍ପନା କରୁଛନ୍ତି ଯେ ଏଷୌ ନିଜ ଜ୍ୟେଷ୍ଠାଧିକାର ଗୋଟିଏ ପାତ ଡାଲି ପାଇଁ ଯାକୁବଙ୍କୁ ବି କରୁଛନ୍ତି ।

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଆଦି ପୁସ୍ତକ ୨୫–୨୬

ଏଷୌ ନିଜ ଜ୍ୟେଷ୍ଠାଧିକାର ବିକ୍ରି କଲା

୨୫:୨୭-୩୪

ଏଷୌ “ବିଧର୍ମାଚାରୀ” ଥିଲା ଏବଂ ପବିତ୍ର ବିଷୟଗୁଡ଼ିକର ଆଦର କଲା ନାହିଁ । (ଏବ୍ରୀ ୧୨:୧୬) ଯାହା ଫଳରେ ସେ ନିଜ ଜ୍ୟେଷ୍ଠାଧିକାର ବିକ୍ରି କଲା ଏବଂ ଏପରି ଦୁଇ ଜଣ ସ୍ତ୍ରୀଙ୍କୁ ବିବାହ କଲା, ଯେଉଁମାନେ ଯିହୋବାଙ୍କ ଉପାସନା କରୁ ନ ଥିଲେ ।—ଆଦି ୨୬:୩୪, ୩୫.

ନିଜକୁ ପଚାରନ୍ତୁ: ‘ମୁଁ ଆଗକୁ ଦିଆଯାଇଥିବା ବିଷୟଗୁଡ଼ିକ ପ୍ରତି କିପରି ଆଦର ଦେଖାଇପାରିବି ?’

  • ଯିହୋବାଙ୍କ ସହିତ ମୋ ସମ୍ପର୍କ

  • ପବିତ୍ର ଶକ୍ତି

  • ଯିହୋବାଙ୍କ ସାକ୍ଷୀ ଭାବେ ପରିଚିତ ହେବାର ସମ୍ମାନ

  • ପ୍ରଚାର ସେବା

  • ଖ୍ରୀଷ୍ଟିୟାନ ସଭା

  • ବିବାହ ବନ୍ଧନ

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ