ଯୋଷେଫ ମିଶରରେ ବନ୍ଦୀ ଥିବା ବେଳେ ଯିହୋବାଙ୍କଠାରେ ଭରସା ରଖିଲେ
ପ୍ରଚାର କରିବାର ନମୁନା
●○○ ପ୍ରଥମ ସାକ୍ଷାତ
ପ୍ରଶ୍ନ: ମୃତ୍ୟୁ ପରେ ଆମର କʼଣ ହୁଏ ?
ପଦ: ଉପ ୯:୫କ
ଆର ଥରକୁ: ଯେଉଁମାନେ ମରିଯାଇଛନ୍ତି, କʼଣ ସେମାନେ ପୁଣି ଜୀବିତ ହେବେ ?
○●○ ପ୍ରଥମ ପୁନଃସାକ୍ଷାତ
ପ୍ରଶ୍ନ: ଯେଉଁମାନେ ମରିଯାଇଛନ୍ତି, କʼଣ ସେମାନେ ପୁଣି ଜୀବିତ ହେବେ ?
ପଦ: ଆୟୁ ୧୪:୧୪, ୧୫
ଆର ଥରକୁ: ମରିଯାଇଥିବା ଲୋକଙ୍କୁ ଈଶ୍ୱର ଜୀବିତ କରିବା ସମୟରେ ପୃଥିବୀର ପରିସ୍ଥିତି କିପରି ହେବ ?
○○● ଦ୍ୱିତୀୟ ପୁନଃସାକ୍ଷାତ
ପ୍ରଶ୍ନ: ମରିଯାଇଥିବା ଲୋକଙ୍କୁ ଈଶ୍ୱର ଜୀବିତ କରିବା ସମୟରେ ପୃଥିବୀର ପରିସ୍ଥିତି କିପରି ହେବ ?
ପଦ: ଯିଶା ୩୨:୧୮
ଆର ଥରକୁ: ଈଶ୍ୱର ଏହି ପୃଥିବୀରେ ଶାନ୍ତି କିପରି ଆଣିବେ ?