ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb20 ମେ ପୃଷ୍ଠା ୨
  • ୪-୧୦ ମେ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୪-୧୦ ମେ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
mwb20 ମେ ପୃଷ୍ଠା ୨

୪-୧୦ ମେ

ଆଦି ପୁସ୍ତକ ୩୬-୩୭

  • ଗୀତ ୧୧୪ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ଯୋଷେଫ ନିଜ ଭାଇମାନଙ୍କ ଈର୍ଷାର ଶିକାର ହେଲେ”: (୧୦ ମି.)

    • ଆଦି ୩୭:୩, ୪—ଯୋଷେଫଙ୍କୁ ତାଙ୍କ ଭାଇମାନେ ଘୃଣା କରୁଥିଲେ, କାରଣ ତାଙ୍କ ପିତା ତାଙ୍କୁ ସବୁଠାରୁ ଅଧିକ ସ୍ନେହ କରୁଥିଲେ (ପ୍ର୧୪-ଇଂ ୮/୧ ୧୨-୧୩)

    • ଆଦି ୩୭:୫-୯, ୧୧—ଯୋଷେଫ ନିଜ ସ୍ୱପ୍ନ ବିଷୟରେ କହିବା ପରେ ତାଙ୍କ ଭାଇମାନେ ତାଙ୍କୁ ଆହୁରି ଈର୍ଷା କରିବାକୁ ଲାଗିଲେ (ପ୍ର୧୪-ଇଂ ୮/୧ ୧୩ ¶୨-୪)

    • ଆଦି ୩୭:୨୩, ୨୪, ୨୮—ଅତ୍ୟଧିକ ଈର୍ଷା ଯୋଗୁଁ ଯୋଷେଫଙ୍କ ଭାଇମାନେ ତାଙ୍କ ସହ ଅତି ନିଷ୍ଠୁର ବ୍ୟବହାର କଲେ

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୧୦ ମି.)

    • ଆଦି ୩୬:୧—ଏଷୌଙ୍କ ନାମ ଇଦୋମ୍‌ ମଧ୍ୟ କାହିଁକି ରଖାଗଲା ? (ଇନସାଇଟ୍‌-୧ ୬୭୮)

    • ଆଦି ୩୭:୨୯-୩୨—ଯୋଷେଫଙ୍କ ଭାଇମାନେ ତାଙ୍କ ବସ୍ତ୍ରକୁ ଯାକୁବଙ୍କୁ କାହିଁକି ଦେଖାଇଲେ, ଯାହା ଚିରି ଯାଇଥିଲା ଓ ରକ୍ତରେ ଜୁଡ଼ୁବୁଡ଼ୁ ହୋଇଥିଲା ? (ଇନସାଇଟ୍‌-୧ ୫୬୧-୫୬୨)

    • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ଆଦି ୩୬:୧-୧୯ (ଶିଖାଇବା  ଅଧ୍ୟୟନ ୫)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ: (୧୦ ମି.) ଆଲୋଚନା । ଅନ୍ୟମାନେ ବୁଝିବା ପାଇଁ ସହଜ କରିବା ଭିଡିଓ ଦେଖାନ୍ତୁ । ତାʼପରେ ଶିଖାଇବା ପୁସ୍ତିକାର ଅଧ୍ୟୟନ ୧୭ ଉପରେ ଆଲୋଚନା କରନ୍ତୁ ।

  • ଭାଷଣ: (୫ ମି. କିମ୍ବା ତାʼଠାରୁ କମ୍‌) ପ୍ର୦୨-ହି ୧୦/୧୫ ୩୦-୩୧; ନୂତନ ଜଗତ ଅନୁବାଦ (ହିନ୍ଦୀ) ଅତି. କ୧, ୨୧୩୫ ¶୪—ବିଷୟବସ୍ତୁ: ଖ୍ରୀଷ୍ଟିୟାନମାନେ ଈଶ୍ୱରଙ୍କୁ ନେଇ କାହିଁକି ଈର୍ଷା କରିବା କିମ୍ବା ଉଦ୍‌ଯୋଗୀ ହେବା ଉଚିତ୍‌ ? (ଶିଖାଇବା  ଅଧ୍ୟୟନ ୬)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୧୨୬

  • “କʼଣ ଆପଣ ପ୍ରସ୍ତୁତ ଅଛନ୍ତି ?”: (୧୫ ମି.) ଜଣେ ପ୍ରାଚୀନଙ୍କ ଦ୍ୱାରା ଆଲୋଚନା । ପ୍ରାକୃତିକ ବିପତ୍ତିର ସାମନା କରିବାକୁ କʼଣ ଆପଣ ପ୍ରସ୍ତୁତ ଅଛନ୍ତି ? (ହିନ୍ଦୀ) ନାମକ ଭିଡିଓ ଦେଖାନ୍ତୁ । ଏବିଷୟରେ ଯଦି ଶାଖା କାର୍ଯ୍ୟାଳୟ ଓ ପ୍ରାଚୀନମାନଙ୍କ ସମୂହ କିଛି ପରାମର୍ଶ ଦେଇଛନ୍ତି, ତେବେ ସେଗୁଡ଼ିକୁ ଦୋହରାନ୍ତୁ ।

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ପ୍ରେମରେ ସ୍ଥିର ଅଧ୍ୟା ୨ ¶୯-୧୬, ଅଧିକ ବିବରଣୀ—୬

  • ଶେଷ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍‌)

  • ଗୀତ ୧୦୧ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ