ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb20 ଜୁନ୍‌ ପୃଷ୍ଠା ୨
  • ଯୋଷେଫ ନିଜ ଭାଇମାନଙ୍କୁ କ୍ଷମା କଲେ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯୋଷେଫ ନିଜ ଭାଇମାନଙ୍କୁ କ୍ଷମା କଲେ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
  • ପ୍ରାୟ ସମାନ ଲେଖା
  • କ୍ଷମା କରିବାକୁ ପ୍ରସ୍ତୁତ ରହନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
  • ଯିହୋବା ଯୋଷେଫଙ୍କୁ ଭୁଲିଲେ ନାହିଁ
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
  • ଯିହୋବା, କ୍ଷମା କରିବାରେ ସବୁଠୁ ଭଲ ଉଦାହରଣ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୨
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
mwb20 ଜୁନ୍‌ ପୃଷ୍ଠା ୨
ଯୋଷେଫ ନିଜ ଭାଇମାନଙ୍କୁ ନିଜ ପରିଚୟ ଦେଉଛନ୍ତି ଏବଂ ତାଙ୍କ ଭାଇମାନେ ଆଶ୍ଚର୍ଯ୍ୟ ହେଉଛନ୍ତି ।

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଆଦି ପୁସ୍ତକ ୪୪-୪୫

ଯୋଷେଫ ନିଜ ଭାଇମାନଙ୍କୁ କ୍ଷମା କଲେ

୪୪:୧, ୨, ୩୩, ୩୪; ୪୫:୪, ୫

ଯଦି କେହି ଆମ ମନକୁ ଆଘାତ ଦିଏ, ବିଶେଷ କରି ଯଦି ସେ ଜାଣିଶୁଣି ଏପରି କରେ, ତେବେ ତାକୁ କ୍ଷମା କରିବା ଆମ ପାଇଁ କଠିନ ହୋଇପାରେ । ଯୋଷେଫଙ୍କ ଭାଇମାନେ ତାଙ୍କ ସହ ଦୁର୍ବ୍ୟବହାର କଲେ । ତଥାପି ଯୋଷେଫ ସେମାନଙ୍କୁ କ୍ଷମା କଲେ । ଏପରି କରିବାରେ ତାଙ୍କୁ କʼଣ ସାହାଯ୍ୟ କଲା ?

  • ଯୋଷେଫ ନିଜ ଭାଇମାନଙ୍କ ପ୍ରତିଶୋଧ ନେବା ପରିବର୍ତ୍ତେ, ସେ ସେମାନଙ୍କଠାରେ ହୋଇଥିବା ପରିବର୍ତ୍ତନକୁ ଦେଖିଲେ, ଯାହାଫଳରେ ସେ ସେମାନଙ୍କୁ କ୍ଷମା କରିପାରନ୍ତେ ।—ଗୀତ ୮୬:୫; ଲୂକ ୧୭:୩, ୪

  • ଯୋଷେଫ ରାଗ ରୁଷା ରଖିଲେ ନାହିଁ । ଏପରି କରି ସେ ଯିହୋବାଙ୍କୁ ଅନୁକରଣ କଲେ, ଯିଏ ହୃଦୟ ଖୋଲି କ୍ଷମା କରନ୍ତି ।—ମୀଖା ୭:୧୮, ୧୯

ମୁଁ ଯିହୋବାଙ୍କ ଭଳି ଅନ୍ୟମାନଙ୍କୁ କିପରି କ୍ଷମା କରିପାରିବି ?

ଚିତସମୂହ: ୧. ଦୁଇ ଜଣ ଭଉଣୀ ରାଜ୍ୟଘରେ କଥା ହେଉଛନ୍ତି । ୨. ଦୁଇ ଜଣ ଭାଇ ହାତ ମିଳାଉଛନ୍ତି ।
    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ