ବତ୍ସଲେଲ ଓ ଅହଲୀୟାବ ପବିତ୍ର ତମ୍ବୁର ଜିନିଷଗୁଡ଼ିକ ନିର୍ମାଣ କରୁଛନ୍ତି
ପ୍ରଚାର କରିବାର ନମୁନା
●○ ପ୍ରଥମ ସାକ୍ଷାତ
ପ୍ରଶ୍ନ: କʼଣ ବାଇବଲର ପରାମର୍ଶ ଆଜି ମଧ୍ୟ ଆମ କାମରେ ଆସେ ?
ପଦ: ୨ତୀମ ୩:୧୬
ଆର ଥରକୁ: କʼଣ ବାଇବଲରେ ଲେଖାଥିବା କଥା ବିଜ୍ଞାନ ଅନୁସାରେ ସଠିକ୍ ?
○● ପୁନଃସାକ୍ଷାତ
ପ୍ରଶ୍ନ: କʼଣ ବାଇବଲରେ ଲେଖାଥିବା କଥା ବିଜ୍ଞାନ ଅନୁସାରେ ସଠିକ୍ ?
ପଦ: ଆୟୁ ୨୬:୭
ଆର ଥରକୁ: କʼଣ ବାଇବଲର ପରାମର୍ଶ ମାନିଲେ ଆମର ଲାଭ ହେବ ?