ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb20 ଅକ୍ଟୋବର ପୃଷ୍ଠା ୭
  • ପବିତ୍ର ତମ୍ବୁରେ ବେଦିଗୁଡ଼ିକର ଭୂମିକା

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ପବିତ୍ର ତମ୍ବୁରେ ବେଦିଗୁଡ଼ିକର ଭୂମିକା
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
  • ପ୍ରାୟ ସମାନ ଲେଖା
  • ପ୍ରାୟଶ୍ଚିତ୍ତ ଦିନରୁ ଆମେ କʼଣ ଶିଖୁ ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
  • ଯିହୋବାଙ୍କ ମହାନ ମନ୍ଦିରରେ ସେବା କରିବା—ଗୋଟିଏ ବିଶେଷ ଆଶିଷ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
  • ଉପାସନା ପାଇଁ ପବିତ୍ର ତମ୍ବୁ
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
mwb20 ଅକ୍ଟୋବର ପୃଷ୍ଠା ୭
ପବିତ ତକୁ ଘୋଉଥିବା ଚାଦର ଉପର ଆକୁ ଉଠାଯାଇଛି, ଯାହାଫଳରେ କାଠଗୁକ ଓ ତ ଭିତରେ ରଖାଯାଇଥିବା ଜିନିଷଗୁକ ଦେଖାଯାଉଛି । ପାଖରେ ପିତ୍ତଳର କ୍ଷାଳନପାତ ଓ ହୋମବେଦି ରଖାଯାଇଛି ।

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଯାତ୍ରା ପୁସ୍ତକ ୩୭-୩୮

ପବିତ୍ର ତମ୍ବୁରେ ବେଦିଗୁଡ଼ିକର ଭୂମିକା

୩୭:୨୫, ୨୯; ୩୮:୧

ଯିହୋବା ଯେପରି କହିଥିଲେ, ପବିତ୍ର ଆବାସ ବା ତମ୍ବୁର ବେଦିଗୁଡ଼ିକୁ ଠିକ୍‌ ସେହିପରି ତିଆରି କରାଯାଇଥିଲା । ଈଶ୍ୱରଙ୍କ ଉପାସନାରେ ସେଗୁଡ଼ିକର ବିଶେଷ ଭୂମିକା ଥିଲା ।

  • ଧୂପବେଦି

    ଯେତେବେଳେ ସୁଗନ୍ଧି ଦ୍ରବ୍ୟଗୁଡ଼ିକର ମିଶ୍ରଣରୁ ପ୍ରସ୍ତୁତ କରାଯାଉଥିବା ଧୂପ ଜଳା ଯାଉଥିଲା, ଯିହୋବା ଆନନ୍ଦିତ ହେଉଥିଲେ । ଠିକ୍‌ ସେହିପରି, ଯେତେବେଳେ ଯିହୋବାଙ୍କ ସେବକମାନେ ତାହାଙ୍କୁ ପ୍ରାର୍ଥନା କରନ୍ତି, ଯିହୋବା ଖୁସି ହୁଅନ୍ତି

  • ହୋମବେଦି

    ଯିହୋବା ହୋମବେଦି ଉପରେ ଚଢ଼ାଯାଉଥିବା ବଳିଗୁଡ଼ିକୁ ସ୍ୱୀକାର କରୁଥିଲେ । ଏହି ବେଦି ପବିତ୍ର ସ୍ଥାନର ଦ୍ୱାରର ସମ୍ମୁଖରେ ରଖାଯାଉଥିଲା । ଏଥିରୁ ଆମେ ଶିଖୁ ଯେ ଈଶ୍ୱରଙ୍କ ମଞ୍ଜୁରି ପାଇବା ପାଇଁ ଯୀଶୁଙ୍କ ମୁକ୍ତିର ମୂଲ୍ୟର ବଳିଦାନ ଉପରେ ବିଶ୍ୱାସ କରିବା ବହୁତ ଜରୁରୀ ।—ଯୋହ ୩:୧୬-୧୮; ଏବ୍ରୀ ୧୦:୫-୧୦

ମୁଁ ଏପରି କʼଣ କରିପାରିବି, ଯାହାଫଳରେ ମୋର ପ୍ରାର୍ଥନା ପ୍ରସ୍ତୁତ କରାଯାଇଥିବା ଧୂପ ଭଳି ହେବ ?—ଗୀତ ୧୪୧:୨

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ