ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb21 ଜାନୁୟାରୀ ପୃଷ୍ଠା ୧୨
  • ଯିହୋବା ନିଜ ଲୋକମାନଙ୍କୁ ବ୍ୟବସ୍ଥିତ କରନ୍ତି

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯିହୋବା ନିଜ ଲୋକମାନଙ୍କୁ ବ୍ୟବସ୍ଥିତ କରନ୍ତି
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ପ୍ରାୟ ସମାନ ଲେଖା
  • କʼଣ ଜଣେ ବ୍ୟକ୍ତି ଏକାକୀ କିଛି କରିପାରିବ ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ଯିହୋବା ନିଜ ଲୋକମାନଙ୍କୁ କିପରି ମାର୍ଗଦର୍ଶନ କରନ୍ତି ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • କʼଣ ଆପଣ ନିଜ ଭୁଲରୁ ଶିଖନ୍ତି ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
mwb21 ଜାନୁୟାରୀ ପୃଷ୍ଠା ୧୨

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଯିହୋବା ନିଜ ଲୋକମାନଙ୍କୁ ବ୍ୟବସ୍ଥିତ କରନ୍ତି

[ଗଣନା ପୁସ୍ତକ ବହିର ପରିଚୟ ନାମକ ଭିଡିଓ ଦେଖାନ୍ତୁ ।]

ଇସ୍ରାଏଲୀୟମାନଙ୍କର ତିନି ତିନି ଗୋଷ୍ଠୀର ଦଳ ଗୋଟିଏ ଜାଗାରେ ତମ୍ବୁ ପକାଉଥିଲେ (ଗଣ ୧:୫୨, ୫୩; ପ୍ର୯୪-ହି ୧୨/୧ ପୃ ୯ ¶୪)

ଇସ୍ରାଏଲୀୟମାନଙ୍କର ସମଗ୍ର ଛାଉଣିର ଲୋକମାନଙ୍କ ସଂଖ୍ୟା ୩୦,୦୦,୦୦୦ କିମ୍ବା ତାʼଠାରୁ ଅଧିକ ଥିବ (ଗଣ ୨:୩୨, ୩୩; ଇନସାଇଟ୍‌-୧ ପୃ ୩୯୭ ¶୪)

ଯିହୋବା ଚାହାନ୍ତି ଯେ ତାହାଙ୍କ ଲୋକମାନେ ବ୍ୟବସ୍ଥିତ ଭାବେ ତାହାଙ୍କର ଉପାସନା କରନ୍ତୁ । ସେ ଇସ୍ରାଏଲୀୟମାନଙ୍କଠାରୁ ଏହା ହିଁ ଆଶା କରୁଥିଲେ ଏବଂ ସେ ଆଜି ଆମଠାରୁ ମଧ୍ୟ ଏହା ଆଶା କରନ୍ତି ।—୧କରି ୧୪:୩୩, ୪୦.

ଗୋଟିଏ ଚିତରେ ଦେଖାଇ ଦିଆଯାଇଛି ଯେ ଇଏଲୀୟମାନଙ୍କ ଛାଉଣିରେ କେଉଁ ଗୋଷ୍ଠୀ କେଉଁଠାରେ ରଥିଲା । ମଝିରେ ପବିତ ତ ଅଛି । ତାର ଠିକ୍‌ ପାଖରେ ଲେବୀୟ ବଂଶଜର ତ ଅଛି: ପୂର୍ବରେ ହାରୋଣଙ୍କ ବଂଶଜ, ଦକ୍ଷିଣରେ କହାଙ୍କ ବଂଶଜ, ପଶ୍ଚିମରେ ଗେର୍ଶୋନଙ୍କ ବଂଶଜ ଓ ଉତ୍ତରରେ ମରାରିଙ୍କ ବଂଶଜ । ସେମାନଙ୍କଠାରୁ ଯଥେଷ୍ଟ ଦୂରରେ ଇଏଲର ୧୨ଟି ଗୋଷ୍ଠୀ ଅଛନ୍ତି । ପୂର୍ବରେ ଇଷାଖର, ଯିଦା, ସବୂଲୂନଙ୍କ ଗୋଷ୍ଠୀ ଅଛନ୍ତି । ପଶ୍ଚିମରେ ବିନ୍ୟାମିନ, ଇୟିମ, ମନଃଶିଙ୍କ ଗୋଷ୍ଠୀ । ଉତ୍ତରରେ ନଲି, ଦାନ, ଆଶେରଙ୍କ ଗୋଷ୍ଠୀ ।

ନିଜକୁ ପଚାରନ୍ତୁ, ଯିହୋବାଙ୍କ ସଂଗଠନରେ ଯାହା ମଧ୍ୟ ବ୍ୟବସ୍ଥା କରାଯାଇଛି, କʼଣ ମୁଁ ତାହା ପାଳନ କରୁଛି ? ଏହା ପାଇଁ ମୁଁ ଆଉ କʼଣ କʼଣ କରିବା ଉଚିତ୍‌ ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ