ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb21 ମାର୍ଚ୍ଚ ପୃଷ୍ଠା ୧୦
  • ‘ଆମ୍ଭେ ହିଁ ତୁମ୍ଭର ଅଧିକାର’

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ‘ଆମ୍ଭେ ହିଁ ତୁମ୍ଭର ଅଧିକାର’
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ପ୍ରାୟ ସମାନ ଲେଖା
  • ଯିହୋବା ନିଜ ଲୋକମାନଙ୍କୁ କିପରି ମାର୍ଗଦର୍ଶନ କରନ୍ତି ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ଅହଂକାରୀ ହୁଅନ୍ତୁ ନାହିଁ, ନିଜ ଉପରେ ଅଧିକ ଭରସା କରନ୍ତୁ ନାହିଁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ଯିହୋବାଙ୍କଠାରୁ ପରାମର୍ଶ ନେବା ଜାରି ରଖନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ଲେବୀୟମାନଙ୍କ ସେବା
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
mwb21 ମାର୍ଚ୍ଚ ପୃଷ୍ଠା ୧୦

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

‘ଆମ୍ଭେ ହିଁ ତୁମ୍ଭର ଅଧିକାର’

ଯିହୋବା ଲେବୀୟ ଓ ଯାଜକମାନଙ୍କୁ ଏପରି କାମ ଦେଲେ, ଯାହା ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା (ଗଣ ୧୮:୬, ୭)

ଲେବୀୟ ଗୋଷ୍ଠୀକୁ ଉତ୍ତରାଧିକାରୀ ଭାବେ ଦେଶରେ କୌଣସି ଜମି ଦିଆଯାଇ ନ ଥିଲା । ଯିହୋବା ହିଁ ସେମାନଙ୍କର ଅଧିକାର ଅର୍ଥାତ୍‌ ଭାଗ ଥିଲେ (ଗଣ ୧୮:୨୦, ୨୪; ପ୍ର୧୧-ହି ୯/୧୫ ପୃ ୧୩ ¶୯)

ସମଗ୍ର ଇସ୍ରାଏଲ ରାଷ୍ଟ୍ରର ଲୋକମାନେ ନିଜ ନିଜ ଅମଳର ଦଶମାଂଶ ଲେବୀୟ ଓ ଯାଜକମାନଙ୍କୁ ଦେଉଥିଲେ (ଗଣ ୧୮:୨୧, ୨୬, ୨୭; ପ୍ର୧୧-ହି ୯/୧୫ ପୃ ୭ ¶୪)

ଯାଜକ ଓ ଲେବୀୟମାନଙ୍କୁ ଯିହୋବା ପ୍ରତିଜ୍ଞା କରିଥିଲେ ଯେ ସେ ସେମାନଙ୍କର ଜରୁରୀ ଆବଶ୍ୟକତାଗୁଡ଼ିକ ପୂରଣ କରିବେ । ଆମେ ମଧ୍ୟ ଭରସା ରଖିପାରିବା ଯେ ଯଦି ଯିହୋବାଙ୍କ ସେବା କରିବା ପାଇଁ ଆମେ ତ୍ୟାଗ କରିବା, ତେବେ ସେ ଆମର ମଧ୍ୟ ଆବଶ୍ୟକତାଗୁଡ଼ିକ ପୂରଣ କରିବେ ।

ଚିତସମୂହ: ଯିହୋବା ନିଜ ଲୋକମାନଙ୍କ ଆବଶ୍ୟକତା ପୂରଣ କରନ୍ତି । ୧. ଜଣେ ଭଉଣୀ ଏକ ଲଫାପାରେ କିଛି ପଇସା ଭରୁଛନ୍ତି । ୨. ସେହି ଲଫାପା ଏକ ଘରର କବାଟର ତଳେ ରଖା ହୋଇଛି । ୩. ଜଣେ ମାଆ ଯିଏ ଏକାକୀ ଘର ଚଳାନ୍ତି, ଲଫାପାରେ ଥିବା ପଇସାକୁ ଦେଖୁଛନ୍ତି ଏବଂ ନିଜ ପିଲାକୁ ଆଲିଙ୍ଗନ କରୁଛନ୍ତି ।
    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ