ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb21 ଜାନୁୟାରୀ ପୃଷ୍ଠା ୧୪
  • ଲେବୀୟମାନଙ୍କ ସେବା

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଲେବୀୟମାନଙ୍କ ସେବା
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ପ୍ରାୟ ସମାନ ଲେଖା
  • ମନ୍ଦିରରେ ଉପାସନା କରିବାର ଭଲ ବ୍ୟବସ୍ଥା
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ଯିହୋବା ଗରିବ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ନିୟମ ଦେଲେ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ‘ଆମ୍ଭେ ହିଁ ତୁମ୍ଭର ଅଧିକାର’
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ଇସ୍ରାଏଲୀୟମାନଙ୍କ ଛାଉଣିରୁ ଆମେ କʼଣ ଶିଖୁ ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
mwb21 ଜାନୁୟାରୀ ପୃଷ୍ଠା ୧୪
ଚିତସମୂହ: ଲେବୀୟମାନେ ଭି ଭି କାମ କରୁଛନ୍ତି । ୧. ଜଣେ ଲେବୀୟ ପିତ୍ତଳ କୁଣ୍ଡରେ ପାଣି ଭରୁଛନ୍ତି । ୨. ଜଣେ ଲେବୀୟ ଏକ ଗା ଟାଣି ନେଉଛନ୍ତି, ଯେଉଁଥିରେ ମାଟିର ପାତଗୁକ ଅଛି । ୩. ଜଣେ ଲେବୀୟ ନିଜ କାନ୍ଧରେ ମାଟିର ଏକ ପାତ ବୋହି ନେଉଛନ୍ତି ।

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଲେବୀୟମାନଙ୍କ ସେବା

ଯିହୋବା ଇସ୍ରାଏଲୀୟମାନଙ୍କର ସବୁ ଜ୍ୟେଷ୍ଠ ପୁତ୍ରମାନଙ୍କ ଜାଗାରେ ଲେବୀୟମାନଙ୍କୁ ନେଇଥିଲେ (ଗଣ ୩:୧୧-୧୩; ଇନସାଇଟ୍‌ -୨ ପୃ ୬୮୩ ¶୩)

ଲେବୀୟମାନଙ୍କୁ କିଛି ବିଶେଷ ପ୍ରକାରର ସେବା କରିବାର ଦାୟିତ୍ୱ ଦିଆଯାଇଥିଲା (ଗଣ ୩:୨୫, ୨୬, ୩୧, ୩୬, ୩୭; ଇନସାଇଟ୍‌-୨ ପୃ ୨୪୧)

ଅଧିକାଂଶ ଲେବୀୟମାନେ ୩୦ରୁ ୫୦ ବର୍ଷ ବୟସ ପର୍ଯ୍ୟନ୍ତ ସେବା କରୁଥିଲେ (ଗଣ ୪:୪୬-୪୮; ଇନସାଇଟ୍‌ -୨ ପୃ ୨୪୧)

ଯାଜକ କାମ ହାରୋଣଙ୍କ ପରିବାରର ପୁରୁଷମାନଙ୍କୁ ଦିଆଯାଇଥିଲା । ଲେବୀୟ ଗୋଷ୍ଠୀର ଅନ୍ୟ ପୁରୁଷମାନେ ସେମାନଙ୍କୁ ସାହାଯ୍ୟ କରୁଥିଲେ । ଠିକ୍‌ ସେହିପରି ଆଜି ମଣ୍ଡଳୀଗୁଡ଼ିକରେ କିଛି ଭାଇମାନେ ବଡ଼ ବଡ଼ ଦାୟିତ୍ୱ ତୁଲାନ୍ତି ଏବଂ ଅନ୍ୟ ଭାଇମାନେ ସେମାନଙ୍କୁ ସାହାଯ୍ୟ କରନ୍ତି ।

ଜଣେ ଯୁବା ଭାଇ ଧନର ସହ ମଣ୍ଡଳୀର ବହିପତକାଗୁକୁ ଗଣୁଛନ୍ତି । ଜଣେ ବୃଦ୍ଧ ଭାଇ ତାହା ଦେଖି ଖୁସି ହେଉଛନ୍ତି ।
    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ