ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb21 ମେ ପୃଷ୍ଠା ୪
  • “ସେହି ଦେଶନିବାସୀ ସମସ୍ତଙ୍କୁ ତଡ଼ି ବାହାର କରି ଦେବ”

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • “ସେହି ଦେଶନିବାସୀ ସମସ୍ତଙ୍କୁ ତଡ଼ି ବାହାର କରି ଦେବ”
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ପ୍ରାୟ ସମାନ ଲେଖା
  • ଯିହୋବା ନିଜ ଲୋକମାନଙ୍କୁ କିପରି ମାର୍ଗଦର୍ଶନ କରନ୍ତି ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ବିଶ୍ୱାସ ଥିଲେ ଆମେ ସାହସୀ ହେବା
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ଭୁଲ ସୂଚନାରୁ ସାବଧାନ ରହନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ଇସ୍ରାଏଲୀୟମାନଙ୍କ ଛାଉଣିରୁ ଆମେ କʼଣ ଶିଖୁ ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
mwb21 ମେ ପୃଷ୍ଠା ୪

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

“ସେହି ଦେଶନିବାସୀ ସମସ୍ତଙ୍କୁ ତଡ଼ି ବାହାର କରି ଦେବ”

ଯିହୋବା ଇସ୍ରାଏଲୀୟମାନଙ୍କୁ କହିଥିଲେ ଯେ ସେମାନେ ପ୍ରତିଜ୍ଞା କରାଯାଇଥିବା ଦେଶରୁ ଏପରି ପ୍ରତ୍ୟେକ ଜିନିଷକୁ ବିନାଶ କରି ଦିଅନ୍ତୁ, ଯାହା ଯୋଗୁଁ ସେମାନେ ଯିହୋବାଙ୍କଠାରୁ ଦୂରେଇ ଯିବାର ସମ୍ଭାବନା ଥିଲା (ଗଣ ୩୩:୫୨; ପ୍ର୧୦ -ଇଂ ୮/୧ ପୃ ୨୩)

ଯିହୋବା ସେମାନଙ୍କୁ ପ୍ରତିଜ୍ଞା କରିଥିଲେ ଯେ ପୂରା ରାଷ୍ଟ୍ର ଉପରେ ଅଧିକାର କରିବା ପାଇଁ ସେ ସେମାନଙ୍କୁ ସାହାଯ୍ୟ କରିବେ (ଗଣ ୩୩:୫୩)

ଯଦି ଇସ୍ରାଏଲୀୟମାନେ କିଛି ଶତ୍ରୁମାନଙ୍କୁ ସେହି ଦେଶରେ ଛାଡ଼ି ଦିଅନ୍ତେ, ତେବେ ସେମାନେ ସମସ୍ୟାରେ ପଡ଼ିଯାʼନ୍ତେ (ଗଣ ୩୩:୫୫, ୫୬; ପ୍ର୦୮-ହି ୨/୧୫ ପୃ ୨୭ ¶୫-୬; ଇନସାଇଟ୍‌-୧ ପୃ ୪୦୪ ¶୨)

ଆମେ ଏପରି କାମ ଛାଡ଼ିଦେବା ଉଚିତ୍‌, ଯାହା ଯିହୋବାଙ୍କ ଦୃଷ୍ଟିରେ ଅଶୁଦ୍ଧ ଅଟେ ଏବଂ ଯାହା ଯୋଗୁଁ ଆମେ ତାହାଙ୍କଠାରୁ ଦୂରେଇ ଯାଇପାରୁ । (ଯାକୁ ୧:୨୧) ତେବେଯାଇ ଯିହୋବା ଆମ ଉପରେ ଖୁସି ହେବେ ଏବଂ ଆମ ଦୁର୍ବଳତାଗୁଡ଼ିକ ଉପରେ ନିୟନ୍ତ୍ରଣ କରିବା ପାଇଁ ଓ ଜଗତର ଜିନିଷଗୁଡ଼ିକଠାରୁ ଦୂରେଇ ରହିବା ପାଇଁ ଆମକୁ ସାହାଯ୍ୟ କରିବେ ।

ତିନି ଜଣ ଯୁବକ ହିଂସାରେ ଭରା ଭିଡିଓ ଗେମ୍‌ ଖେଳିବାରେ ବ୍ୟସ୍ତ ।
ଜଣେ ଯୁବକ ଟିଭିକୁ ବନ୍ଦ କରୁଛନ୍ତି ।
    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ