ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb21 ମାର୍ଚ୍ଚ ପୃଷ୍ଠା ୨
  • ଇସ୍ରାଏଲୀୟମାନଙ୍କ ଛାଉଣିରୁ ଆମେ କʼଣ ଶିଖୁ ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଇସ୍ରାଏଲୀୟମାନଙ୍କ ଛାଉଣିରୁ ଆମେ କʼଣ ଶିଖୁ ?
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ପ୍ରାୟ ସମାନ ଲେଖା
  • ଯିହୋବା ନିଜ ଲୋକମାନଙ୍କୁ କିପରି ମାର୍ଗଦର୍ଶନ କରନ୍ତି ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ଯିହୋବା ଇସ୍ରାଏଲୀୟମାନଙ୍କ ପକ୍ଷରେ ଯୁଦ୍ଧ କଲେ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ଆପଣଙ୍କ ମାନତ ପୂରଣ କରନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ଲେବୀୟମାନଙ୍କ ସେବା
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
mwb21 ମାର୍ଚ୍ଚ ପୃଷ୍ଠା ୨

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଇସ୍ରାଏଲୀୟମାନଙ୍କ ଛାଉଣିରୁ ଆମେ କʼଣ ଶିଖୁ ?

ଈଶ୍ୱର ମଣ୍ଡଳୀରେ ଯେଉଁ ଭାଇମାନଙ୍କୁ ଦାୟିତ୍ୱ ଦେଇଛନ୍ତି, ସେମାନେ ପବିତ୍ର ସେବା କରିବାରେ ଭଲ ଉଦାହରଣ ରଖନ୍ତି (ଗଣ ୭:୧୦; ଇନସାଇଟ୍‌-୧ ପୃ ୪୯୭ ¶୩)

ଈଶ୍ୱରଙ୍କ ସେବକମାନେ ବ୍ୟବସ୍ଥିତ ହେବା ଉଚିତ୍‌ ଏବଂ ପ୍ରତ୍ୟେକ କାମ ଶୃଙ୍ଖଳିତ ଭାବେ କରିବା ଉଚିତ୍‌ (ଗଣ ୭:୧୧; ଇନସାଇଟ୍‌-୨ ପୃ ୭୯୬ ¶୧)

ପ୍ରତ୍ୟେକ ବ୍ୟକ୍ତି ନିଜ ସେବାରେ ଯେତେ କରିପାରିବେ, ଯିହୋବା ତାଙ୍କଠାରୁ ସେତେ ହିଁ ଆଶା କରନ୍ତି (ଗଣ ୮:୨୫, ୨୬; ପ୍ର୦୪-ହି ୮/୧ ପୃ ୨୫ ¶୧)

ଯିହୋବା ଇସ୍ରାଏଲୀୟମାନଙ୍କୁ ବ୍ୟବସ୍ଥିତ କରି ସେମାନଙ୍କର ଏକ ରାଷ୍ଟ୍ର ଗଠନ କରିଥିଲେ । ଠିକ୍‌ ସେହିପରି, ଆଜି ମଧ୍ୟ ସେ ନିଜ ଲୋକମାନଙ୍କୁ ଏକ ସଂଗଠନରେ ବ୍ୟବସ୍ଥିତ କରିଛନ୍ତି । କିନ୍ତୁ ସେ କେବଳ ନିଜ ସଂଗଠନ ଉପରେ ନୁହେଁ, ବରଂ ନିଜ ପ୍ରତ୍ୟେକ ସେବକଙ୍କ ପରିଶ୍ରମ ପ୍ରତି ଧ୍ୟାନ ଦେଇଥାʼନ୍ତି ।

ଚିତ ସମୂହ: ଚୀନମାନେ ପବିତ ସେବା କରିବାରେ ଭଲ ଉଦାହରଣ ରଖୁଛନ୍ତି । ୧. ଜଣେ ଚୀନ ଓ ଜଣେ ଯୁବା ଭାଇ ରାଜ୍ୟଘରର ଚୌକିଗୁକୁ ସଫା କରୁଛନ୍ତି । ୨. ଜଣେ ଚୀନ ଚାରକମାନଙ୍କୁ କଛନ୍ତି ଯେ ସେମାନଙ୍କୁ କେଉଁ ଅଞ୍ଚଳରେ ଘର ଘର ଚାର କରିବାର ଅଛି । ୩. ଚୀନମାନଙ୍କର ସଭାରେ ଜଣେ ଚୀନ ର୍ଥନା କରୁଛନ୍ତି ।
    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ