ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb21 ମେ ପୃଷ୍ଠା ୬
  • ଯିହୋବାଙ୍କ ପାଖକୁ ଯାଇ ଆଶ୍ରୟ ନିଅନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯିହୋବାଙ୍କ ପାଖକୁ ଯାଇ ଆଶ୍ରୟ ନିଅନ୍ତୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ପ୍ରାୟ ସମାନ ଲେଖା
  • ଯିହୋବା ମଣିଷର ଜୀବନକୁ ବହୁମୂଲ୍ୟ ମନେ କରନ୍ତି
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ତମ ପୁଅକୁ କୋଳରେ ଉଠାଇ ନିଅ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
mwb21 ମେ ପୃଷ୍ଠା ୬

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଯିହୋବାଙ୍କ ପାଖକୁ ଯାଇ ଆଶ୍ରୟ ନିଅନ୍ତୁ

ଇସ୍ରାଏଲ ଦେଶରେ ଛଅଟି ଆଶ୍ରୟ ନଗର ଥିଲା । ଯଦି କେହି ଅଜାଣତରେ କାହାରିକୁ ହତ୍ୟା କରିଦେଉଥିଲା, ତେବେ ସେ ରକ୍ଷା ପାଇବା ପାଇଁ କୌଣସି ଆଶ୍ରୟ ନଗରକୁ ପଳାଇପାରୁଥିଲା (ଗଣ ୩୫:୧୫; ପ୍ର୧୭.୧୧-ହି ପୃ ୯ ¶୪)

ଇସ୍ରାଏଲର ପ୍ରତ୍ୟେକ ମକଦ୍ଦମାର ନ୍ୟାୟ ମୁଖିଆମାନେ କରୁଥିଲେ (ଗଣ ୩୫:୨୪; ପ୍ର୧୭.୧୧-ହି ପୃ ୯ ¶୬)

ଆଶ୍ରୟ ନଗରକୁ ପଳାଉଥିବା ଲୋକେ ସୁରକ୍ଷିତ ରହୁଥିଲେ (ଗଣ ୩୫:୨୫; ପ୍ର୧୭.୧୧-ହି ପୃ ୧୧ ¶୧୩)

ଯିହୋବାଙ୍କ ପାଖକୁ ଯାଇ ଆଶ୍ରୟ ପାଇବା ପାଇଁ ଆମକୁ ଯୀଶୁଙ୍କ ମୁକ୍ତିର ମୂଲ୍ୟର ବଳିଦାନ ଉପରେ ବିଶ୍ୱାସ କରିବା ଜରୁରୀ । ଯଦି ଆମେ ପାପ କରିଛୁ, ତେବେ ହୃଦୟରୁ ପଶ୍ଚାତାପ କରିବା ଉଚିତ୍‌ । ଏପରି କଲେ ଯିହୋବା ଆମକୁ ସମ୍ପୂର୍ଣ୍ଣ ଭାବେ କ୍ଷମା କରିଦେବେ ।

ଜଣେ ଯୁବକ ବତ ଦୁଃଖୀ ଅଛନ୍ତି ଏବଂ ମୁଣ୍ଡ ତଳକୁ କରିଛନ୍ତି । ଚିତସମୂହ: ଯିହୋବାଙ୍କଠାରୁ କ୍ଷମା ପାଇବା ପାଇଁ ପଦକ୍ଷେପ ନିଅ । ୧. ଚୀନ ଇଏଲରେ ଜଣେ ବ୍ୟକ୍ତି ନିଜ ପାପର ପଶ୍ଚାତାପ କରିଛି ଏବଂ ସହରର ଫାଟକ ପାଖରେ ମୁଖିଆମାନଙ୍କୁ ଗୁହାରି କରୁଛି । ୨. ଥମ ଚିତରେ ଥିବା ଯୁବକ ଜଣକ ଚୀନମାନଙ୍କ ସହ କଥା ହେଉଛନ୍ତି ।
    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ